ବରିଷ୍ଠ ସାମ୍ବାଦିକ ଜମ୍ବେଶ୍ଵର ପଟ୍ଟନାୟକ ସମ୍ବର୍ଦ୍ଧିତ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଚିନ୍ମୟୀ ଦାସ : ତାଳଚେର ର ବରିଷ୍ଠ ସାମ୍ବାଦିକ ଜମ୍ବେଶ୍ଵର ପଟ୍ଟନାୟକ ସମ୍ବର୍ଦ୍ଧିତ ! ଭାରତୀୟ ସାମ୍ବାଦିକ ଫେଡେରେସନ୍ ( ଆଇଜେଏଫ୍ ) ଛତିଶଗଡ ଷ୍ଟେଟ୍ ୟୁନିଟ ତରଫରୁ ଡକ୍ଟର ଜାମ୍ବେଶ୍ୱର ପଟ୍ଟନାୟକଙ୍କୁ , IJF ର ନୂତନ ନିଯୁକ୍ତ ଓଡିଶା ରାଜ୍ୟ ସଭାପତି ପଦବୀ ପାଇଁ ସମ୍ବର୍ଦ୍ଧିତ କରାଯାଇଛି ।

Leave a Reply

Your email address will not be published. Required fields are marked *