ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ତାଳବସ୍ତରେ ଟ୍ରାକ୍ଟର ଓଲଟି ନାବାଳକ ଡ୍ରାଇଭର ଙ୍କ ମୃତ୍ୟୁ | ଘଟଣାସ୍ଥଳରେ ତାଳବସ୍ତ ଫାଣ୍ଡି ଏବଂ ବାଙ୍କୀ ଥାନା ତରଫରୁ ଅନୁସନ୍ଧାନ | ମୃତ୍ୟୁବରଣ କରିଥିବା ଡ୍ରାଇଭର ଜୟନ୍ତ ବେଉରା (ସିଲୁ ) ଙ୍କର ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ରେ ପୋଷ୍ଟମଟମ ପାଇଁ ଭର୍ତ୍ତି | କ୍ଷତିପୁରଣ ପାଇଁ ପରିବାର ତରଫରୁ ଦାବି |
ତାଳବସ୍ତରେ ଟ୍ରାକ୍ଟର ଓଲଟି ନାବାଳକ ଡ୍ରାଇଭର ଙ୍କ ମୃତ୍ୟୁ !!!

