ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାଜ୍ୟରେ ନକ୍ସଲ ମୁକ୍ତ ସ୍ଥିତି ହାସଲ କରିବାରେ ସଫଳ ହୋଇଥିବାରୁ ଗୃହମନ୍ତ୍ରୀ ଅମିତ ଶାହ ଜଗଦଲପୁରରେ ଓଡ଼ିଶା ପୋଲିସକୁ ସମ୍ବର୍ଦ୍ଧିତ କରିଛନ୍ତି । ଡିଜିପି ୱାଇ ବି ଖୁରାନିଆ ଏବଂ ଏଡିଜି (ନକ୍ସଲ ବିରୋଧୀ ଅଭିଯାନ) ସଞ୍ଜୀବ ପଣ୍ଡା ବାହିନୀର ସଫଳତାକୁ ସ୍ୱୀକୃତି ଦେଇ ଶାହାଙ୍କ ଠାରୁ ଏକ ସ୍ମାରକୀ ଗ୍ରହଣ କରିଛନ୍ତି ।
ନକ୍ସଲ ମୁକ୍ତ ସ୍ଥିତି ପାଇଁ ଗୃହମନ୍ତ୍ରୀ ଙ୍କ ଠାରୁ ଓଡିଶା ପୁରସ୍କୃତ !!!

