ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗାରାବନ୍ଧ ପ୍ରାଥମିକ ଚିକିତ୍ସାଳୟ ର ବିଭିନ୍ନ ସମସ୍ୟା ନେଇ ରାସ୍ତାରୋକ ! ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଗାରବନ୍ଧ ପ୍ରାଥମିକ ଚିକିତ୍ସାଳୟ ରେ ଡାକ୍ତର ଅଭାବ , ଫାର୍ମାସିଷ୍ଟ, ଆମ୍ବୁଲାନ୍ସ ଅଭାବ , ମେଡିସିନ ଅଭାବ ନେଇ ରାସ୍ତା ରୋକ କରାଯାଇଥିଲା ! ଜନସାଧାରଣ ରାସ୍ତା ରୋକ କରିଥିବା ବେଳେ , ଘଟଣାସ୍ଥଳ ରେ ଉପ ଜିଲ୍ଲାପାଳ, ତହସିଲଦାର , sdpo ମାଧବ ନାୟକ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣ ଙ୍କୁ ବୁଝା ସୁଝ କରିଥିଲେ ! ପ୍ରତିଶ୍ରୁତି ପରେ ରାସ୍ତା ରୋକ ହଟିଥିଲା । ଯଦି ଦାବି ପୂରଣ ନ ହେବ ପୁଣି ରାସ୍ତା ରୋକ କରାଯିବ ବୋଲି ଜନସାଧାରଣ ପ୍ରକାଶ କରିଛନ୍ତି । ୨୪ ଘଣ୍ଟା ସ୍ବାସ୍ଥ୍ୟ ସେବା ଯୋଗାଣ ପାଇଁ ଦୃଢ ଦାବୀ ହୋଇଛି !

