ସମସ୍ୟା ଘେରରେ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ କାର୍ଯ୍ୟାଳୟ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜଳଛ।ୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଟି ସମସ୍ୟା ଘେରରେ ଥିବା ଦେଖିବାକୁ ମିଳିଛି । ଏଠାରେ ପି ଡି ପଦବୀ ଖାଲି ପଡ଼ିଛି , ଏହାର ଦାୟିତ୍ୱ ତୁଲାଉଛନ୍ତି ଅନ୍ୟ ଜଣେ ଅଧିକାରୀ । ସରକାର ଯଥା ଶୀଘ୍ର ପି ଡି ପଦବୀ ପୁରଣ କରିଲେ ଜିଲ୍ଲାର ବିକାଶ ହୋଇ ପାରିବ । ବିଭାଗରେ କାର୍ଯ୍ୟରତ କ୍ଷେତ୍ର କର୍ମଚାରି ଓ ଅଫିସ କର୍ମଚାରୀଙ୍କର ଦୀର୍ଘ ଦିନ ହେଲା ବଦଳି ହୋଇନାହିଁ । ସରକାର ଙ୍କ ନିୟମ ଏଠାରେ କାର୍ଯ୍ୟକାରୀ ହେଉନାହିଁ । ଜିଲ୍ଲା ପ୍ରଶାସନ ଜାଣି ସୁଦ୍ଧା ବଦଳି ହେଉନାହିଁ । ଯଦି ଲୋକଙ୍କ ସରକାର ରେ ଏପରି ହୁଏ ତେବେ ଲୋକେ ଗୁହାରି କାହାକୁ କରିବେ । ସ୍ୱଚ୍ଛତା ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି । ବିଭାଗ ଟି ଦୁର୍ନୀତି ର ଗନ୍ତାଘର ପାଲଟିଛି । ଏଠାରେ ଲୋକାଲ ଲୋକ କାମ କରୁଥିବାରୁ ଦୁର୍ନୀତି ବଢ଼ୁଥିବାର ଅଭିଯୋଗ ହେଉଛି । ସେମାନେ କାହାକୁ ଖାତିରି କରୁ ନାହାନ୍ତି , ତେଣୁ ତୁରନ୍ତ କର୍ମଚାରୀ ଙ୍କ ବଦଳି ହେବା ଆବଶ୍ୟକ ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜଳଛ।ୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଟି ସମସ୍ୟା ଘେରରେ ଥିବା ଦେଖିବାକୁ ମିଳିଛି । ଏଠାରେ ପି ଡି ପଦବୀ ଖାଲି ପଡ଼ିଛି , ଏହାର ଦାୟିତ୍ୱ ତୁଲାଉଛନ୍ତି ଅନ୍ୟ ଜଣେ ଅଧିକାରୀ । ସରକାର ଯଥା ଶୀଘ୍ର ପି ଡି ପଦବୀ ପୁରଣ କରିଲେ ଜିଲ୍ଲାର ବିକାଶ ହୋଇ ପାରିବ । ବିଭାଗରେ କାର୍ଯ୍ୟରତ କ୍ଷେତ୍ର କର୍ମଚାରି ଓ ଅଫିସ କର୍ମଚାରୀଙ୍କର ଦୀର୍ଘ ଦିନ ହେଲା ବଦଳି ହୋଇନାହିଁ । ସରକାର ଙ୍କ ନିୟମ ଏଠାରେ କାର୍ଯ୍ୟକାରୀ ହେଉନାହିଁ । ଜିଲ୍ଲା ପ୍ରଶାସନ ଜାଣି ସୁଦ୍ଧା ବଦଳି ହେଉନାହିଁ । ଯଦି ଲୋକଙ୍କ ସରକାର ରେ ଏପରି ହୁଏ ତେବେ ଲୋକେ ଗୁହାରି କାହାକୁ କରିବେ । ସ୍ୱଚ୍ଛତା ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି । ବିଭାଗ ଟି ଦୁର୍ନୀତି ର ଗନ୍ତାଘର ପାଲଟିଛି । ଏଠାରେ ଲୋକାଲ ଲୋକ କାମ କରୁଥିବାରୁ ଦୁର୍ନୀତି ବଢ଼ୁଥିବାର ଅଭିଯୋଗ ହେଉଛି । ସେମାନେ କାହାକୁ ଖାତିରି କରୁ ନାହାନ୍ତି , ତେଣୁ ତୁରନ୍ତ କର୍ମଚାରୀ ଙ୍କ ବଦଳି ହେବା ଆବଶ୍ୟକ ବୋଲି ଦାବୀ ହେଉଛି ।

Leave a Reply

Your email address will not be published. Required fields are marked *