ଆମ ରିପୋଟରଜିଲ୍ଲାନୟାଗଡ

ଜିଲ୍ଲପାଳ ଙ୍କ ଅଧକ୍ଷତାରେ ସ୍ପେସିଆଲ ଇଣ୍ଟେନସିଭ ରେଭିଜେନ ପାଇଁ ସାମ୍ବାଦିକ ସମିଳନୀ !!!

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ନୟାଗଡ଼ ଜିଲ୍ଲାରେ ସ୍ପେସିଆଲ ଇଣ୍ଟେନସିଭି ରେଭିଜେନ ଉପରେ ଜିଲ୍ଲାପାଳ…

ଆମ ରିପୋଟରଗଜପତିଜିଲ୍ଲା

ପ୍ରଚଣ୍ଡ ରୌଦ୍ରତାପରେ ଦହି ପଣା ବାଣ୍ଟିଲେ କୁନି ପିଲା !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପ୍ରବଳ ରୌଦ୍ରତାପ ଯୋଗୁଁ ପାଣି ପାଇଁ ସମସ୍ତ ପଥଚାରୀ ଡହଳ ବିକଳ ହେଉଥିବା ବେଳେ…

ଆମ ରିପୋଟରକଟକଜିଲ୍ଲା

ବ୍ୟବହାର ଉପଯୋଗୀ ନଦୀ କୂଳ ପାର୍ଶ୍ୱ ଜମିକୁ ଜୋର ଜବରଦସ୍ତ ଦଖଲ !!!

କଟକ ( ଆୱାଜ ମିଡ଼ିଆ ) – ପ୍ରଦୀପ ରାଜ : ପାଇକରାପୁର ଗ୍ରାମ ପାଖରେ ଥିବା ବ୍ୟବହାର ଉପଯୋଗୀ ନଦୀ କୂଳ ପାର୍ଶ୍ୱ ଜମିକୁ ଜୋର…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ଗୋପବନ୍ଧୁ ପ୍ରଶାସନ ଏକାଡେମୀ ପକ୍ଷରୁ ରକ୍ତଦାନ ଶିବିର !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଗୋପବନ୍ଧୁ ପ୍ରଶାସନ ଏକାଡେମୀ ପକ୍ଷରୁ ଏକ ରକ୍ତଦାନ ଶିବିର ଏକାଡେମୀ ପରିସରରେ ଆୟୋଜିତ ହୋଇଥିଲା।…

ଆମ ରିପୋଟରଜଗତସିଂହପୁରଜିଲ୍ଲା

ଗଣତନ୍ତ୍ର ବଞ୍ଚାଅ – ଜଙ୍ଗଲ ଜମି ବଞ୍ଚାଅ’ ନାରାରେ କମ୍ପିଲା ଢିଙ୍କିଆ !!!

ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ୍ ବିଶ୍ୱାସ : ଗଣତନ୍ତ୍ର ବଞ୍ଚାଅ – ଜଙ୍ଗଲ ଜମି ବଞ୍ଚାଅ ନାରାରେ କମ୍ପିଲା ଢିଙ୍କିଆ ! ବିନା…

ଆମ ରିପୋଟରକୋରାପୁଟଜିଲ୍ଲା

ଜୟପୁର ପେପର ମିଲ ପୁନଃ କାର୍ଯ୍ୟକ୍ଷମ ଦାବୀରେ ବାର ଘଣ୍ଟିଆ ଜୟପୁର ବନ୍ଦ !!!

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଜୟପୁର ପେପର ମିଲ ପୁନଃ କାର୍ଯ୍ୟକ୍ଷମ ଦାବୀରେ ବାର ଘଣ୍ଟିଆ ଜୟପୁର ବନ୍ଦ l…

ଆମ ରିପୋଟରକଟକଜିଲ୍ଲା

ଓଡିଶା କମ୍ପ୍ୟୁଟର ଏକାଡେମୀ ପକ୍ଷରୁ ଗ୍ରୀଷ୍ମ କାଳୀନ ସ୍ବତନ୍ତ୍ର ରକ୍ତଦାନ ଶିବିର ଆୟୋଜିତ !!!

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ଖରାଦିନେ ଥାଲାସେମିଆ ରୋଗୀଙ୍କ ପାଇଁ ରକ୍ତର ଘୋର ଅଭାବକୁ କିଛି ପରିମାଣରେ କମ୍ କରିବା…

ଆମ ରିପୋଟରକନ୍ଧମାଳଜିଲ୍ଲା

ବସଷ୍ଟାଣ୍ଡରେ ଲହଡ଼ି ମାରୁଛି ବର୍ଷା ପାଣି : ଡ୍ରେନ ଜାମ ଯୋଗୁଁ ଜନଜୀବନ ପ୍ରଭାବିତ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରେ ବୁଧବାର ସନ୍ଧ୍ୟା ସମୟରେ ପ୍ରାୟ ଏକ ଘଣ୍ଟା…