ଆଧୁନିକତା ରେ ହଜିଯାଇଛି ହଳ ଲଙ୍ଗଳ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆଧୁନିକତା ରେ ହଜିଯାଇଛି ହଳ ଲଙ୍ଗଳ , ତେବେ ଯାନ୍ତ୍ରିକ ଯୁଗରେ ମଧ୍ୟ କେତେକ ଜାଗାରେ ହଳ ଲଙ୍ଗଳର ଚାହିଦା ରହିଛି ! ବର୍ତ୍ତମାନ ଯୁଗ ରେ ଯାନ୍ତ୍ରିକ କୌଶଳ ଯୋଗୁଁ ହଳ ଲଙ୍ଗଳ ର ବ୍ୟବହାର କମି ଯାଇଥିଲେ ସୁଦ୍ଧା କେତେକ ଜାଗାରେ ଏହାର ଚାହିଦା ରହିଛି । ଆଧୁନିକ ଯୁଗରେ ଟ୍ରାକ୍ଟର ର ଚାହିଦା ରହିଥିବା ବେଳେ , ହଳ ବଳଦ ଲଙ୍ଗଳ ର ଚାହିଦା ମଧ୍ୟ ରହିଛି । ଯେଁଉ ଜାଗାରେ ଟ୍ରାକ୍ଟର ଯୋଗେଁ ଚାଷ ହୋଇ ପାରୁନାହିଁ , ସେହି ଜାଗାରେ ହଳ ଲଂଗଳାରେ ଚାଷ ହୋଇ ଫସଲ ହୋଇ ପାରୁଛି । ଗୋବର ମଳ ମୂତ୍ର ବ୍ୟବହାର ଦ୍ଵାରା ଜୈବିକ ସାର ମିଳି ପାରୁଛି !

Leave a Reply

Your email address will not be published. Required fields are marked *