ଆମ ରିପୋଟରଗଜପତିଜିଲ୍ଲା

ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିରେ ଆରମ୍ଭ ହୋଇଛି ମହେନ୍ଦ୍ରମେଳା : ଶ୍ରଦ୍ଧାଳୁଙ୍କ ସହ ବିଧାୟକଙ୍କ ଯୋଗଦାନ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପବିତ୍ର ପୁରୁଷୋତ୍ତମ ମାସ ଅବସରରେ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିରେ ଆରମ୍ଭ ହୋଇଛି ମହେନ୍ଦ୍ର ମେଳା।…

ଆମ ରିପୋଟରକୋରାପୁଟଜିଲ୍ଲା

ପଙ୍କଜ ଡ୍ୟାନ୍ସ ଗ୍ରୁପ ର ଗ୍ରୀଷ୍ମ କାଳୀନ ଶିବିର ଅନୁଷ୍ଠିତ !!!

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପଙ୍କଜ ଡ୍ୟାନ୍ସ ଗ୍ରୁପ ର ଗ୍ରୀଷ୍ମ କାଳୀନ ଶିବିର ଅନୁଷ୍ଠିତ l କୋରାପୁଟ ଜିଲ୍ଲା…

ଆମ ରିପୋଟରଗଜପତିଜିଲ୍ଲା

ମହେନ୍ଦ୍ରଗିରିରେ ବେଆଇନ ଖନନ : ଆଦିବାସୀ ସଂଘର ଜିଲ୍ଲାପାଳଙ୍କୁ ଅଭିଯୋଗ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମହେନ୍ଦ୍ରଗିରିରେ ବେଆଇନ ଖନନ ନେଇ ଆଦିବାସୀ ସଂଘର ଜିଲ୍ଲାପାଳଙ୍କୁ ଅଭିଯୋଗ |

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ମୁଖ୍ୟମନ୍ତ୍ରୀଙ୍କ ୧୮ତମ ପାଳି ଅଭିଯୋଗ ଶୁଣାଣି !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ମୁଖ୍ୟମନ୍ତ୍ରୀଙ୍କ ୧୮ତମ ପାଳି ଅଭିଯୋଗ ଶୁଣାଣି , ୧୭ ପାଳି ସୁଦ୍ଧା ଗ୍ରହଣ କରାଯାଇଥିବା…

ଆମ ରିପୋଟରଗଜପତିଜିଲ୍ଲା

ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ହରିୟାନା ରାଜ୍ୟର ଏକ ପରିବାର !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରୁ ୮୪ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ (ଭା.ପ୍ର.ସେ.) ପୋଷ୍ୟ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ତାଳଚେର ରେ “ ଇଣ୍ଡିଆନ ଜର୍ଣ୍ଣାଲିଷ୍ଟ ଫେଡେରେସନ ” ପକ୍ଷରୁ ଏକ ଦିବସୀୟ କର୍ମଶାଳା !!!

ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ୱର ପଟ୍ଟନାୟକ : ତାଳଚେର ରେ “ଇଣ୍ଡିଆନ ଜର୍ଣ୍ଣାଲିଷ୍ଟ ଫେଡେରେସନ” ପକ୍ଷରୁ ଏକ ଦିବସୀୟ କର୍ମଶାଳା ଆୟୋଜିତ !…

ଆମ ରିପୋଟରଗଜପତିଜିଲ୍ଲା

ଅଚଳ ହୋଇ ପଡି ରହିଛି ନୂଆ ବସଷ୍ଟାଣ୍ଡ ରେ ପୌର ପରିଷଦ ପକ୍ଷରୁ ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ନୂତନ ବସଷ୍ଟାଣ୍ଡ ଠାରେ ପୌର ପରିଷଦ ପକ୍ଷ…

ଆମ ରିପୋଟରକଟକଜିଲ୍ଲା

ରକ୍ତଦାନ ଶିବିର ଆୟୋଜନ କରି ପାଳିତ ହେବ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷ ଇଂ.ବିମଳ ଚଂଦ୍ରଙ୍କ ଜନ୍ମ ଜୟନ୍ତୀ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାଜ୍ୟର ଅଗ୍ରଣୀ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ, ଓଡ଼ିଶା (ବିସିଟି) ପକ୍ଷରୁ ଟ୍ରଷ୍ଟ ବରେଣ୍ୟ ଅଧ୍ୟକ୍ଷ…