ଆମ ରିପୋଟରଗଜପତିଜିଲ୍ଲା

ବନ୍ଧ ପୁନଃରୁଦ୍ଧାର ନାମରେ ହେଉଛି ମାଟି ବିକ୍ରୀ : ତଦନ୍ତ ଦାବୀ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ହେଡମରା ବନ୍ଧ ର ପୁନଃରୁଦ୍ଧାର ନାମରେ ହେଉଛି ମାଟି ବିକ୍ରି , ତଦନ୍ତ ଆବଶ୍ୟକତା…

ଆମ ରିପୋଟରଜିଲ୍ଲାନୟାଗଡ

ନବଘନ ଗୋଛି ମେମୋରିଆଲ କ୍ରିକେଟ୍ କପ୍ ଟୁର୍ନାମେଣ୍ଟ !!!

ଦଶପଲ୍ଲା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନବଘନ ଗୋଛି ମେମୋରିଆଲ କ୍ରିକେଟ୍ କପ୍ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ! ବିଜ୍ଞାପିତ…

ଆମ ରିପୋଟରଗଜପତିଜିଲ୍ଲା

ଦୀର୍ଘ ବର୍ଷ ଧରି ହେଉନି ଆଦିବାସୀ ଉନ୍ନୟନ ବିଭାଗର କର୍ମଚାରୀ ଙ୍କ ବଦଳି !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଆଦିବାସୀ ଉନ୍ନୟନ ବିଭାଗ ର…

ଆମ ରିପୋଟରଗଜପତିଜିଲ୍ଲା

ଗୋସାଣୀ ପଞ୍ଚାୟତ ସମିତିରେ ଜନ ଅଭିଯୋଗ ଶୁଣାଣି ଓ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋସାଣୀ ବ୍ଲକରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇ ଯାଇଛି ।…

ଆମ ରିପୋଟରକୋରାପୁଟଜିଲ୍ଲା

ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଏନ ଡି ଆର ଏଫ ର ସଚେତନତା ମୂଳକ କାର୍ଯ୍ୟକ୍ରମ !!!

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କୋରାପୁଟ ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଦେଶର ପ୍ରମୁଖ ସlମରିକ ବାହିନୀ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ଆମ୍ ଆଦମୀ ପାର୍ଟିର ସାଙ୍ଗଠନିକ ବିସ୍ତାର ପରିପ୍ରେକ୍ଷୀରେ କେନ୍ଦ୍ରୀୟ ଟିମ୍ ଦ୍ବାରା ନିଯୁକ୍ତ ୭ ଜଣ ସହ ପ୍ରଭାରୀଙ୍କର ଓଡ଼ିଶା ଆଗମନ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଆମ୍ ଆଦମୀ ପାର୍ଟିର ସାଙ୍ଗଠନିକ କଳେବରକୁ ବୃଦ୍ଧି କରିବା ନିମନ୍ତେ କେନ୍ଦ୍ରୀୟ କାର୍ଯ୍ୟାଳୟ ଦିଲ୍ଲୀରୁ…

ଆମ ରିପୋଟରଗଜପତିଜିଲ୍ଲା

ପାରଳାଖେମୁଣ୍ଡି ପୁଲିସ ର ସ୍ୱତନ୍ତ୍ର ମଦ ବିରୋଧୀ ଅଭିଯାନ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଏସ୍‌.ପି.ଙ୍କ ନିର୍ଦ୍ଦେଶ କ୍ରମେ ପାରଳାଖେମୁଣ୍ଡି ସହର ଓ ଗ୍ରାମାଞ୍ଚଳରେ ବେଆଇନ ମଦ ବ୍ୟବସାୟ…

ଆମ ରିପୋଟରକୋରାପୁଟଜିଲ୍ଲା

କୋରାପୁଟ ବିଏସଏଫ ବାଟାଲିୟନ ରେ ଅନ୍ତର୍ଜାତୀକ ଯୋଗ ଦିବସ ପାଳିତ !!!

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କୋରାପୁଟ ବିଏସଏଫ ବାଟାଲିୟନ ରେ ଅନ୍ତର୍ଜାତୀକ ଯୋଗ ଦିବସ ପାଳିତ l ଆଜି ସାରା…

ଆମ ରିପୋଟରଗଜପତିଜିଲ୍ଲା

ମା ନିଜ ସନ୍ତାନକୁ ଅନ୍ଧାରରୁ ଆଲୋକ, ବାପା ଜ୍ଞାନ ଓ ବଞ୍ଚିବା ଶିକ୍ଷା ସୂତ୍ର ଦେଇଥାନ୍ତି !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସ୍ଥାନୀୟ ୟୁ.ଟେକ୍.କମ୍ପ୍ୟୁଟର ପରିସରରେ ପ୍ରଗତି ମହିଳା ସଙ୍ଗଠନ ପାରଳାଖେମୁଣ୍ଡି ଆନୁକୂଲ୍ୟରେ ଆନ୍ତର୍ଜାତିକ ପିତୃ ଦିବସ…