ସାହି ମଝିରେ ପଡିଗଲା ବିପଦ ସଙ୍କୁଳ ଅବସ୍ଥାରେ ଥିବା ବିଦ୍ୟୁତ ଖୁଣ୍ଟ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବିଦ୍ୟୁତ ଖୁଣ୍ଟ ସାହି ମଝି ରେ ପଡ଼ିଗଲ। ବଡ ଅଘଟଣ। ରୁ ବର୍ତିଲେ ସାହି ବସିନ୍ଦ। ନହେଲେ ଧାନ ଜୀବନ କ୍ଷତି ହୋଇଥାନ୍ତା
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଦୋଳ ବନ୍ଦ ନିକଟରେ ଥିବା ଭିକୋଟିରୀୟ । କଲେଣି ର ଦ୍ୱିତୀୟ କଲେଣି ରେ ଆଜି ଅଭ।ବନୀୟ ଘଟଣା ଘଟି ଯାଇଛି ସାହିରେ ଥିବା ଏକ ବିଦୁତ୍ ଖୁଣ୍ଟ ପଡ଼ିଯାଇଛି। ଖମ୍ବ ଟି ଜଙ୍ଗ କଳଙ୍କିତ ହୋଇ ନଷ୍ଟ ହୋଇ ଯାଉଥିଲା ଯାହା ଫଳରେ ବିଦୂତ୍ ଖୁଣ୍ଟ ଟି ପାଖରେ ଆ ଉ ଗୋଟିଏ ସିମେଣ୍ଟ ଖୁଣ୍ଟ ଲଗାଇଦେ ଲେ। କିନ୍ତୁ ପୁରୁଣା ଲୁହା ଖୁଣ୍ଟ ଟି ପରିବର୍ତ୍ତନ କରିଲେନି ସାହି ବାସିନ୍ଦା କହିବହେଲ। ବିଭାଗକୁ ଅବ ଗ ତ୍ କରାଯାଇଥିଲା କିନ୍ତୁ କର୍ଣ୍ଣ ପ।ତ କରୁ ନଥିଲେ ଯାହା ଫଳ ରେ ଏହି ଭଳି ଅବସ୍ଥା ଦେଖିବାକୁ ପଡ଼ିଲା ଭଲ ହୋଇ ଛି କାହାର ଧନ ଜୀବନ କ୍ଷତି ହୋଇଥାନ୍ତା ସାହି ବାସିନ୍ଦା ବର୍ଟିଯାଇଛନ୍ତି। ବିଭାଗ କର୍ମ ଚାରି ପଚାରିବାରୁ ଆମେ ପୁରୁଣା ପୋଲଟି କୁ ପରିବର୍ତ୍ତନ କରି ସିମେଣ୍ଟ ପୋଲ ଲଗାଇ ଥିଲୁ କିନ୍ତୁ ପୁରୁଣା ପୋଲଟି ବାହାର କରାଯାଇନଥିଲା କାହିଁକି ନା ଏହି ପୋଲଟି ରେ ବିଭିନ୍ନ ତାର ଲାଗି ଥିଲା ସେମାନଙ୍କୁ କହିଥିଲୁ କିନ୍ତୁ ସେମାନେ କର୍ଣ୍ଣ ପା ତ୍ କରି ନଥିଲେ ଯାହା ଫଳ ରେ ରେ ଏ ପ ରି ଅବସ୍ଥା ହେଲା ବୋଲି ବିଭାଗ କର୍ମ ଚାରି ସଫେଇ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *