ଆଉ ଜଣେ ଓଡ଼ିଆ ଆଖି ବୁଜିଲେ : ତାମିଲନାଡୁ ଗ୍ୟାସ ଲିକ ଘଟଣା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ତାମିଲନାଡୁ ଗ୍ୟାସ ଲିକ ଘଟଣା , ଆଉ ଜଣେ ଓଡିଆଙ୍କ ଜୀବନ ଗଲା – ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି ! ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲା ପେରିୟପାଲୟମ ନିକଟରେ ଥିବା ଏକ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ଓ ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଫଳରେ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । ମୃତକ ହେଲେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ରେବଣା ଗାଁର ପାଣୁଆ ଜୁଆଙ୍ଗଙ୍କ ଝିଅ ରୋହଣୀ ଜୁଆଙ୍ଗ ।

Leave a Reply

Your email address will not be published. Required fields are marked *