ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ରଥଖଳାରେ ଚିତ୍ରକାରଙ୍କ ଶେଷସ୍ପର୍ଶ ରଥ କାର୍ଯ୍ୟ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବିଶ୍ୱ ନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଆଉ ଦିନ କେଇଟା ରହିଥିବା ବେଳେ ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ରଥଖଳାରେ ରଥ ନିର୍ମାଣ କାମ ଜୋରଦାର୍ ଚାଲିଛି ! ଚିତ୍ରକାର ସେବକମାନେ ତିନି ରଥ କାର୍ଯ୍ୟରେ ରଙ୍ଗର ଶେଷ ସ୍ପର୍ଶ ଦେଉଛନ୍ତି । ପାର୍ଶ୍ଵ ଦେବା ଦେବୀ ସହ ଘୋଡ଼ା , ସଖୀ , କଣ୍ଡେ ଇ , ରଥ ଉପରେ ଶୁଆ, ଦଶାବତାର ଚିତ୍ର ଅଙ୍କନ ଚାଲିଛି । ଚିତ୍ରକାର ମାନେ ମହାପ୍ରଭୁଙ୍କ ରଥରେ ଚିତ୍ର ଆଙ୍କି ବେସ ଖୁସି ପ୍ରକଟ କରିଛନ୍ତି , ବର୍ତ୍ତମାନ ରଥ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

Leave a Reply

Your email address will not be published. Required fields are marked *