ବିପଦକୁ ନିମନ୍ତ୍ରଣ : ଟିକେ ଅସାଵଧାନ ହେଲେ ପ୍ରାଣ ଯିବ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଖୋଳାମେଲାରେ ରହିଛି ବିପଦ , ଟିକେ ଅସାଵଧାନ ହେଲେ ଚାଲିଯିବ ପ୍ରାଣ ! ନୂଆଗାଁ ପଞ୍ଚାୟତ ଖଜୁରୀପଦା ଜୋକିଳଦଳରେ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ଟ୍ରାନ୍ସଫର୍ମର ଖୋଲା ମେଲାରେ ରହିଅଛି ! ସ୍ଥାନଟି ଜନଗହଳି ହୋଇଥିବା ସମୟରେ ସେହି ପାଖ ରାସ୍ତା ଦେଇ ଅନେକ ଛୋଟ ପିଲା ସ୍କୁଲ କୁ ଯାଉଛନ୍ତି ! ଏପରିକି ପାଖରେ ଥିବା ଘାସ ଖାଇବାକୁ ବୁଲା ଗାଈଗୋରୁ ମଧ୍ୟ ସେଆଡକୁ ଚାଲି ଯାଉଥିବାର ଦେଖିବାକୁ ମିଳୁଛି ! ଟ୍ରାନ୍ସଫର୍ମର ଚାରିପଟେ ସୁରକ୍ଷା ବାଡ଼ କରିବା ପାଇଁ ବହୁବାର ଦାବୀ ହୋଇଥିଲେ ସୁଦ୍ଧା ବିଦ୍ୟୁତ ବିଭାଗ ଅଣଦେଖା କରି ଚାଲିଥିବାର ଅଭିଯୋଗ ହେଉଛି !

Leave a Reply

Your email address will not be published. Required fields are marked *