ସ୍ବର୍ଗତ ବଂଶୀଧର ମଣି ଙ୍କ ଏକାଦଶ ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ର କାର୍ଯ୍ୟରତ ଜିଲ୍ଲା ସାମ୍ବାଦିକ ରେଣୁବାଳା ବେହେର।ଙ୍କ ପିତା ସ୍ବର୍ଗତ ବଂଶୀଧର ମଣିଙ୍କ ଏକ।ଦଶ ଦିବସ ପାଳିତ ହୋଇ ଯାଇଛି । ଆଜି ବନ୍ଧୁ ବାନ୍ଧବ ଆତ୍ମୀୟ ସ୍ୱଜନ ଉପସ୍ଥିତ ରହି ସ୍ୱର୍ଗତ ବଂଶୀଧର ମଣିଙ୍କ ସ୍ମୃତି ଚ।ରଣ କରିଥିଲେ ! ସେ ଜଣେ ଶାନ୍ତ , ସରଳ , ପରୋଉପକାରୀ , ଆଧ୍ୟାତ୍ମିକ ବ୍ୟକ୍ତି ଥିଲେ । ଆଜି ତାଙ୍କର ଏକାଦଶ ଦିନରେ ତାଙ୍କର ସଡୁ ଲେଖକ ଓ କଣ୍ଠ ଶିଳ୍ପୀ ଗୋଟିଏ ଗୀତ ଗାନ କରିଥିଲେ । ସମସ୍ତେ ତାଙ୍କର ଗୀତରେ ଭାବ ବିହ୍ଵଳ ହୋଇ ଯାଇଥିଲେ । ଏହି କାର୍ଯ୍ୟକ୍ରମରେ ତାଙ୍କର ଜ୍ୱାଇଁ ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ ବେହେରା ଉପସ୍ଥିତ ରହି ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *