ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବାସ୍ତବ ଘଟଣା ଉପରେ ଆଧାରିତ ଚଳଚିତ୍ର ମୋହନ ଗିରି ! ରାଜଧାନୀ ଗୀତଗୋବିନ୍ଦ ସଦନରେ ଆୟୋଜିତ କାର୍ଯ୍ୟକ୍ରମରେ ଚଳଚିତ୍ରର ଅଡିଓ ଏବଂ ଟ୍ରେଲର ରିଲିଜ ! ପୁନର୍ଜନ୍ମ ଉପରେ ଆଧାରିତ ଏହି ଚଳଚିତ୍ର ଦର୍ଶକଙ୍କ ମନକୁ ଛୁଇଁବ ବୋଲି ପ୍ରଯୋଜକ ଏବଂ ନିର୍ଦ୍ଦେଶକ କହିଛନ୍ତି ! ଆସନ୍ତା ଗଣେଶ ପୂଜାରେ ରିଲିଜ ହେବାକୁ ଯାଉଛି ମନୋରଞ୍ଜନ ଧର୍ମୀ ଚଳଚିତ୍ର ମୋହନ ଗିରି !

