ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳଖେମୁଣ୍ଡିଠାରେ ଥିବା ଜନ ସ୍ୱାସ୍ଥ୍ୟ ବିଭାଗ ଅଫିସ ପରିସର ରେ ଦୁଇ ଚକିଆ ଯାନ ପାର୍କିଂ କରାଯାଉଛି । ଏହା ସରକାରୀ ଅଫିସ ନା ପାର୍କିଂ ପ୍ଲେସ , ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥି ପ୍ରତି ବିଭାଗ ଉଚ୍ଚ କତୃପକ୍ଷ ଦୃଷ୍ଟି ଦେଲେ ଏହି ବେଆଇନ ପାର୍କିଂ ହଟି ପାରନ୍ତା ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି !
ଜନସ୍ୱାସ୍ଥ୍ୟ ବିଭାଗ ଅଫିସ ପରିସର ପାଲଟିଛି ଦୁଇ ଚକିଆ ମଟର ଯାନ ପାର୍କିଂ ପ୍ଲେସ !!!

