ଆମ ରିପୋଟରକନ୍ଧମାଳଜିଲ୍ଲା

ବନ୍ଦର ପ୍ରଭାବରେ ବାଲିଗୁଡ଼ା ଜନଶୂନ୍ୟ – ରାସ୍ତାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ : ଦୋକାନବଜାରରେ ତାଲା – ଯାତାୟାତ ଠପ୍‌ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଓଡ଼ିଶା ବନ୍ଦର ପ୍ରଭାବରେ ଗୁରୁବାର ବାଲିଗୁଡ଼ା ସହରର ସ୍ୱାଭାବିକ ଜନଜୀବନ ଏକପ୍ରକାର ଅଚଳ…

ଆମ ରିପୋଟରଗଜପତିଜିଲ୍ଲା

ଗଜପତି ରେ ଓଡ଼ିଶା ବନ୍ଦ ଡାକରାରେ ସିପିଆଇ (ଏମ୍- ଏଲ୍) ନିଉ ଡେମୋକ୍ରାସୀ ପକ୍ଷରୁ ପ୍ରତିବାଦ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଓଡ଼ିଶା ବନ୍ଦ ଡାକରା ରେ…

ଆମ ରିପୋଟରକଟକଜିଲ୍ଲା

ଯୋଶ -ଟିମ ‘ର ଶୁଭାରମ୍ଭ : ଟିବି ରୋଗର ବିନାଶ ପାଇଁ ଯୁବପିଢ଼ି ପ୍ରସ୍ତୁତ !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ଆରମ୍ଭ ହୋଇଥିବା ଯକ୍ଷ୍ମ ମୁକ୍ତ ଭାରତ…

ଆମ ରିପୋଟରକନ୍ଧମାଳଜିଲ୍ଲା

ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା : ୨୫ ଦିନ ଧରି ବିଜୁଳି ନାହିଁ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ ! ବିଦ୍ୟୁତ୍‌…

ଆମ ରିପୋଟରଗଜପତିଜିଲ୍ଲା

ପାରଳାଖେମୁଣ୍ଡି ବଡ ରାଧାକାନ୍ତ ମଠରେ ସପ୍ତାହ ବ୍ୟାପି ଆୟୋଜିତ ଭାଗବତ ପାରାୟଣ ଉଦଯାପିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ବଡ ରାଧାକାନ୍ତ ମଠରେ ସପ୍ତାହ ବ୍ୟାପି ଆୟୋଜିତ ଭାଗବତ ପାରାୟଣ କାର୍ଯ୍ୟକ୍ରମ ଉଦଯାପିତ…

ଆମ ରିପୋଟରଜଗତସିଂହପୁରଜିଲ୍ଲା

ଓଡ଼ିଶା ବନ୍ଦ : ପାରାଦୀପ କୁଜଙ୍ଗ ରେ ବନ୍ଦ ର ପ୍ରଭାବ !!!

ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ ବିଶ୍ୱାସ : ଓଡ଼ିଶା ବନ୍ଦ ର ପ୍ରଭାବ ପାରାଦୀପରେ ଦେଖିବାକୁ ମିଳିଛି। କଂଗ୍ରେସ ଏବଂ INDIA ମେଣ୍ଟ…

ଆମ ରିପୋଟରଗଜପତିଜିଲ୍ଲା

ଗଜପତି ରେ ଓଡ଼ିଶା ବନ୍ଦ ଡାକରା ପ୍ରଭାବ : ଗମନାଗମନ ପୁରା ଠପ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଓଡ଼ିଶା ବନ୍ଦ ଡାକରା ର…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ବନ୍ଦ ର ପ୍ରଭାବ : ରାଜଧାନୀରେ ସବୁ ହୋଇଗଲା ଠପ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଜ୍ଞାନେନ୍ଦ୍ର ଙ୍କ ଇସ୍ତଫା , ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା , ଏମ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଖୋର୍ଦ୍ଧା ର ବିଭିନ୍ନ ସ୍ଥାନରେ ବନ୍ଦ ର ପ୍ରଭାବ !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ବନ୍ଦ ର ପ୍ରଭାବ ! ନିରାକାରପୁର…