ଆମ ରିପୋଟରଜଗତସିଂହପୁରଜିଲ୍ଲା

ପାରାଦ୍ୱୀପ ବନ୍ଦର CQ – 1 ବର୍ଥରେ ଅଘଟଣ, IPT ଡ୍ରାଇଭରଙ୍କ ମୃତ୍ୟୁ !!!

ପାରାଦ୍ୱୀପ ( ଆୱାଜ ମିଡ଼ିଆ ) – ରବିନ ବିଶ୍ୱାସ : ପାରାଦ୍ୱୀପ ବନ୍ଦରର CQ-1 ବର୍ଥରେ ଏକ ଦୁଃଖଦ ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି…

ଆମ ରିପୋଟରଗଜପତିଜିଲ୍ଲା

ମହେନ୍ଦ୍ର ମେଳା ପାଇଁ ସ୍ଥିତି ଅନୁଧ୍ୟାନ କଲେ ମାନ୍ୟବର ଖଣି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡ଼ିଶାର ଦ୍ୱିତୀୟ ସର୍ବୋଚ୍ଚ ପର୍ବତ ତଥା ପୌରାଣିକ ପୀଠ ମହେନ୍ଦ୍ରଗିରି ଏକ ଐତିହାସିକ ମୁହୂର୍ତ୍ତର…

ଆମ ରିପୋଟରଗଜପତିଜିଲ୍ଲା

ପାରଳାଖେମୁଣ୍ଡି ଜଙ୍ଗମୁସାହି ଛକରେ ରାସ୍ତା ରୋକ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ୩ ଦିନ ଧରି ବିଦ୍ୟୁତ ସେବା ବନ୍ଦ ଥିବା ପ୍ରତିବାଦରେ ଆଜି ପାରଳାଖେମୁଣ୍ଡି ଜଙ୍ଗମୁସାହି…

ଆମ ରିପୋଟରକଟକଜିଲ୍ଲା

ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଳେଖନୀୟ ସଫଳତା ନେଇ ନାଇସ ଇନଷ୍ଟିଚ୍ୟୁଟକୁ ଏଜୁକେସନ ଆୱାର୍ଡ !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ସମାଜରେ ଜ୍ଞାନର ଆଲୋକ ବିତରଣ କରିଚାଲିଛି ‘ନାଇସ ଇନଷ୍ଟିଚ୍ୟୁଟ’ । ଆଜିର ଏହି…

ଆମ ରିପୋଟରଗଜପତିଜିଲ୍ଲା

କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ସୁବର୍ଣ୍ଣା ଶ୍ରୀହରିକୋଟା ମହାକାଶ କେନ୍ଦ୍ର ପରିଦର୍ଶନର ସୁଯୋଗ ପାଇଲେ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ପାରଳାଖେମୁଣ୍ଡିର ଦଶମ ଶ୍ରେଣୀ ଛାତ୍ରୀ ସୁବର୍ଣ୍ଣା ସାହୁ ଶ୍ରୀହରିକୋଟାସ୍ଥିତ ସତୀଶ…

ଆମ ରିପୋଟରଗଜପତିଜିଲ୍ଲା

ଗଜପତି ବିଜେଡି କୁ ବଡ଼ ଝଟକା : ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଜିଲ୍ଲା ପରିଷଦଙ୍କ ସମେତ ବହୁ କର୍ମୀ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆଉ କିଛି ମାସ ପରେ ଓଡ଼ିଶାରେ ଆଗାମୀ ପଞ୍ଚାୟତ ନିର୍ବାଚନ ତା ପୂର୍ବରୁ ତୃଣମୂଳ…

ଆମ ରିପୋଟରଗଜପତିଜିଲ୍ଲା

ରାମସାଗର ପରିଦର୍ଶନ କଲେ ପାରଳା ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ରାମସାଗର ପରିଦର୍ଶନ କରିଛନ୍ତି…

ଆମ ରିପୋଟରକଟକଜିଲ୍ଲା

ସ୍ୱାମୀଜୀ ଯୁବକ ସଂଘ ପକ୍ଷରୁ ମାଟ୍ରିକ ଟପ୍ପର ଛାତ୍ରଛାତ୍ରୀଙ୍କୁ ମେଧାବୀ ସମ୍ମାନ ପ୍ରଦାନ !!!

କଟକ ସଦର ( ଆୱାଜ ମିଡିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ଅଞ୍ଚଳର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସ୍ୱାମୀଜୀ ଯୁବକ…

ଆମ ରିପୋଟରକଟକଜିଲ୍ଲା

ରାଜ୍ୟରେ ବହୁବିଧ ସେବାକାର୍ଯ୍ୟର ମଙ୍ଗ ଧରିଲେ ଅଗ୍ରଣୀ ସାମାଜିକ ସଂଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ ର ସମ୍ପାଦକ ରସାନନ୍ଦ ଦେଉରୀ !!!

କଟକ ସଦର ( ଆୱାଜ ମିଡିଆ ) – ଶ୍ରୀକାନ୍ତ ବେଉରା : ଅଗ୍ରଣୀ ସାମାଜିକ ସଂଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ, ଓଡ଼ିଶା (ବିସିଟି) ସମ୍ପାଦକ ବିଶିଷ୍ଟ…