ଉତ୍କଳ ବିକାଶ ପରିଷଦ ପକ୍ଷରୁ ବୟାଳିଶମୌଜାରେ ବହୁବିଧ ସେବାକାର୍ଯ୍ୟ ।

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦର ମାଟିର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ ବୟାଳିଶ ମୌଜା ଉପକଣ୍ଠ ଦଧିବାମନପୁର ଓ କୁଳ କଳପଡା ଗ୍ରାମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଏବଂ ବେଣ୍ଟକାର ପଞ୍ଚାୟତ , ଏରଞ୍ଚ ସ୍ଥିତ ପୌଢ ଆଶ୍ରମରେ ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି । ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ସେବାକାର୍ଯ୍ୟରେ ପ୍ରଭାତ ଦେବତା, ପର୍ଶୁରାମ ବେହେରା , ବିଜୟ ସ୍ୱାଈଁ, ଅନିଲ ମହାପାତ୍ର , ପ୍ରସନ୍ନ ବେହେରା , ବିରଜା ଭୁସଣ ପତି , ଦେବି ପ୍ରସାଦ ପତି , ସୁଦର୍ଶନ ଜେନା , ସ୍ମୁତି ରଞନ ଦାଶ , ଅମିତ ଦାଶ, ବିଶ୍ୱ ରଞ୍ଜନ ଦାସ , ଗାନ୍ଧୀଗୁରୁ ଦାସ , ଅଶୋକ ସାହୁ , ସାଗର ବେହେରା , ଶାନ୍ତନୁ ପରିଡା , ଅନୟ ମହାପାତ୍ର , ବିକାଶ ପରିଡା ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *