ନିଶ୍ଚିତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପଶୁ ଚିକିତ୍ସା କେନ୍ଦ୍ର ରେ ବର୍ଷା ଜଳ ଭର୍ତ୍ତି . ଲଗାଣ ବର୍ଷାରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି . ପ୍ରତିବର୍ଷ ବର୍ଷା ଦିନେ ଏପରି ସମସ୍ୟା ହେଉଥିଲେ ସୁଦ୍ଧା ସମସ୍ୟାର ସମାଧାନ ପାଇଁ ବିଭାଗ କିମ୍ବା ପ୍ରଶାସନ କାହାରି ହେଲେ ନିଘା ନାହିଁ . ଅନ୍ୟ ପକ୍ଷରେ ଏପରି ପରିସ୍ଥିତି କାରଣରୁ ରୋଗୀ ହେଉଛନ୍ତି ହନ୍ତସନ୍ତ . ତେବେ ବର୍ଷା ପାଣି ଜମି ରହିବା କାରଣରୁ ଜରୁରୀକାଳୀନ ଆମ୍ବୁଲାନସ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି .
ବୁଡି ରହିଛି ଅସୁରେଶ୍ୱର ପ୍ରାଥମିକ ଚିକିତ୍ସାକେନ୍ଦ୍ର : ହନ୍ତସନ୍ତ ହେଉଛନ୍ତି ରୋଗୀ !!!

