ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ଭାପୁର ଅଞ୍ଚଳରେ ସକ୍ରିୟ ହୋଇ ଉଠିଛନ୍ତି ଲୁଟେରା . ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଆଗରୁ ଗାଡ଼ି ଡିକି ଭାଙ୍ଗି ତିରିଶି ହଜାର ଟଙ୍କା ଲୁଟ୍ । ସୂଚନା ଅନୁଯାୟୀ ଟିକିରିପଡା ଗ୍ରାମର ଗୋବିନ୍ଦ ଚନ୍ଦ୍ର ପରିଡ଼ା ବ୍ୟାଙ୍କ ସମ୍ମୁଖରେ ଗାଡି ରଖି ନିଜ କାମରେ ବ୍ୟସ୍ତ ଥିବା ସମୟରେ ସୁଯୋଗ ଦେଖି ତାଙ୍କ ଗାଡି ଡିକି ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁତ୍ତ । ଦିନ ପ୍ରାୟ ୧୨ ଟା ସମୟରେ ଚୋରି ହୋଇଥିବା ବେଳେ ଘଟଣା ସମ୍ପର୍କରେ ଫତେଗଡ ଥାନାରେ ଅଭିଯୋଗ ହୋଇଛି ।
ବ୍ୟାଙ୍କ ଆଗରୁ ଗାଡି ଡିକି ଭାଙ୍ଗି ଟଙ୍କା ଲୁଟ !!!

