ବ୍ଲକ କାର୍ଯ୍ୟାଳୟରେ ବିଡ଼ିଓଙ୍କୁ ଘେରିଲେ ସାଧାରଣ ଜନତା : ଘଟଣାସ୍ଥଳରେ ପହଞ୍ଚିଲା ପୋଲିସ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଅନିୟମିତତା ପ୍ରତିବାଦରେ ବହୁ ହିତାଧିକାରୀ ବୁଧବାର ଦିନ ସୁକିନ୍ଦା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟ ଫାଟକ ସମ୍ନାରେ ଧାରଣାରେ ବସିବା ସହିତ ବ୍ଲକ ବିଡ଼ିଓଙ୍କ ଗାଡିକୁ ଛାଡି ନଥିବା ଦେଖିବାକୁ ମିଳିଛି । ଏନେଇ ବ୍ଲକ ବିଡ଼ିଓ ତାପସ କୁମାର ସେଠୀ ସୁକିନ୍ଦା ପୋଲିସକୁ ସୂଚନା ଦେବା ପରେ ସୁକିନ୍ଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଧାରଣା ଦେଇଥିବା ମହିଳା ମାନଙ୍କୁ ବୁଝସୁଝା କରିବା ପରେ ମହିଳା ମାନେ ବ୍ଲକ ବିଡ଼ିଓଙ୍କୁ ଛାଡିଥିଲେ !

Leave a Reply

Your email address will not be published. Required fields are marked *