Home2023February27ସମସ୍ତଙ୍କୁ ନିଜ ଅଭିଭାଷଣରେ ଅଭିଭୂତ କଲେ ମହାମହିମ ରାଜ୍ୟପାଳ !!! ସମସ୍ତଙ୍କୁ ନିଜ ଅଭିଭାଷଣରେ ଅଭିଭୂତ କଲେ ମହାମହିମ ରାଜ୍ୟପାଳ !!! February 27, 2023February 27, 2023byAwaj Media Spread the loveଉତ୍ତର ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ରୋଟାରୀ କ୍ଲବ ଅଫ ଇନଫୋସିଟି ଦ୍ୱାରା ଆୟୋଜିତ କୃତ୍ରିମ ଅଙ୍ଗ ପ୍ରଦାନ ଶିବିରରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ !
ନିର୍ବାଚନ ମହାପର୍ବରେ ସାମିଲ ହୋଇ ମତଦାନ ସାବ୍ୟସ୍ତ କରିବାକୁ ସଚେତନତା !!! Spread the loveSpread the loveଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ଭୋଟ ହାର ବୃଦ୍ଧି ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା…
ପୁଣି ଫେରିଲା ନାଇଟ କର୍ଫ୍ୟୁ !!! Spread the loveSpread the loveଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କରୋନା ସଂକ୍ରମଣର ସମ୍ଭାବ୍ୟ ତୃତୀୟ ଲହରକୁ ଆଖି ଆଗରେ ରଖି ରାଜ୍ୟ…
ସରକାରୀ ଜାଗା ଜବରଦଖଲ ଉଚ୍ଛେଦକୁ ନେଇ ଚିଲିକା ତହସିଲଦାରଙ୍କୁ ଦାବିପତ୍ର !!! Spread the loveSpread the loveଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସରକାରୀ ଜାଗା ଜବରଦଖଲ ଉଚ୍ଛେଦକୁ ନେଇ ଚିଲିକା ତହସିଲଦାରଙ୍କୁ ଦାବିପତ୍ର !…