ସୋସିଆଲ ମିଡିଆରେ ଅସଭ୍ୟ ଫଟୋ ପ୍ରସାର ଏବଂ ଧମକ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରଦୀପ ରାଜ : ଟାଙ୍ଗୀ ଥାନା ଅଞ୍ଚଳରେ ପୁଣି ଏକ ନିନ୍ଦା ଜନିତ ବ୍ଲାକମେଲିଙ୍ଗ ଅଭିଯୋଗ ହୋଇଛି ଟାଙ୍ଗୀ ଥାନା ରେ l ସ୍ୱପ୍ନଜିତ ମହାପାତ୍ର ଙ୍କୁ ନେଇ ଏବଂ ତାଙ୍କ ସ୍ତ୍ରୀ ଙ୍କୁ ନେଇ କିଛି ମିଛ ଅନୈତିକ ଦୃଶ୍ୟ ଏବଂ ଅଭଦ୍ର ଭାଷା ଇଙ୍ଗିତରେ ଲିଖିତ ଭାଷା ଫେସବୁକ ଏବଂ ବିଭିନ୍ନ ସାର୍ବଜନୀନ ଗ୍ରୁପରେ ଫୋଟୋ ଏବଂ ମିଥ୍ୟା, ଅଶ୍ଳୀଳ ତଥ୍ୟ ପୋଷ୍ଟ କରି ବ୍ୟାପକ ଭାବେ ସମ୍ମାନହାନି କରିବା ର ପୁଣି ଏକ ନୂତନ ଅଧ୍ୟାୟ ଦେଖିବାକୁ ମିଳିଛି ସେ ପୁଣି କେହି ନୁହେଁ ବାରମ୍ବାର କରି ଆସୁ ଥିବା ଅଣ ସାମ୍ବାଦିକ ଆଗ୍ରାହାଟ ନିବାସୀ କ୍ଷୀରୋଦ ପରିଡା l ପୁଣି କ୍ଷୀରୋଦ ର ଆଉଅଧ୍ୟ ସହ ଯୋଗୀ ରହି ଛନ୍ତି ଦୁଇ ତିନି ଜଣ ବ୍ୟକ୍ତି l ଏକ ସଙ୍ଗ ହୋଇ ଗ୍ରୁପ କରି ଦୁଇ ଚାରିଜଣ ମିଶି ବିଭିନ୍ନ ସମୟରେ ଲୋକଙ୍କ ଠୁ ବ୍ଲାକ ମିଲ କରି ବିପୁଳ ଅର୍ଥ ରୋଜ ଗାର କରନ୍ତି ତାହା ପ୍ରମାଣ ରହିଛି lଆଉ ମଧ୍ୟ ତାର ପଛରେ ରହି ଛନ୍ତି ଜଣେ ରାଜ ନୌତିକ ବ୍ୟକ୍ତି ମହାଶୟ l ସେଥି ଯୋଗୁ ବାରମ୍ବାର ସାହସୀକତାର ସହିତ ଏପରି କରି ଚାଲିଛି ଆଉ ମଧ୍ୟ ପୃର୍ବ ରୁ ବାରମ୍ବାର ବିଭିନ୍ନ ଶିକ୍ଷା ବିତ, ସୋରୁମ ମାଲିକ , ଠିକା ଦାର, ସ୍ୱେଚ୍ଛାସେବୀ ୱାରକର ଭାବେ ଜନ ସେବା କରୁ ଥିବା ବ୍ୟକ୍ତି ଏବଂ ବିଭିନ୍ନ ଥାନା iic ଙ୍କ ନାମରେ ତଥ୍ୟ ନଥିବା ମିଛ କଥା କୁ ବିକୃତ କରି ଫେସବୁକ ଓ ବିଭିନ୍ନ ଗ୍ରୁପରେ ଛାଡ଼ନ୍ତି l କିନ୍ତୁ ଏବେ ଜଣେ ଟାଙ୍ଗୀ ଅଞ୍ଚଳର ସ୍ୱପ୍ନ ଜିତ ନାମକ ବ୍ୟକ୍ତି ପ୍ରାଇଭେଟ ଫାଇନାସ ରେ କାମ କରୁ ଥିବା ବେଳେ ତାଙ୍କ ନାମରେ ମିଥ୍ୟା ଅଭିଯୋଗ ଛାଡି ଛନ୍ତି l କାରଣ ସେଇ ବ୍ୟକ୍ତିଙ୍କୁ ( 20 )କୋଡିଏ ହଜାର ରୁ (50)ପଚାସ ହଜାରେ ଟଙ୍କା ଅର୍ଥ ମାଗି ଥିଲେ ସେ ବ୍ୟକ୍ତି ଜଣଙ୍କ ନଦେବାରୁ ଏବେ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଯ କରି ଧମକ ଦେଇ ଫେସ ବୁକରେ ମିଥ୍ୟା ଅଭିଯୋଗ ପ୍ରସାର ପଚାର କରି ଛନ୍ତି, ଏବଂ ଅଶ୍ଳୀଳ ଅରୁଚିକର କଥା ଲେଖିବା ସହିତ ସ୍ତ୍ରୀଙ୍କୁ ମଧ୍ୟ ଏଥିରେ ଜଡ଼ିତ କରି ବ୍ୟାପକ ଭାବେ ପ୍ରଚାର କରୁଛନ୍ତି । ତାଙ୍କ ବାପା ଜଣେ ​ ସରକାରୀ କର୍ମଚାରୀ ଏବଂ ସମାଜରେ ତାଙ୍କ ସ୍ତ୍ରୀଙ୍କର ପ୍ରତିଷ୍ଠା ଓ ମାନସମ୍ମାନ ଥିବାରୁ ସନ୍ମାନ ହାନି ଯୋଗୁଁ ତାଙ୍କ ପରିବାର ଗଭୀର ମାନସିକ ସ୍ଥିତିରେ ଗତି କରୁଛି ଏବଂ ବିଭିନ୍ନ ଜାଗାରୁ ଚାପ ଦେଇ ଗତି କରୁ ବେଳେ ସେଇ ବ୍ୟକ୍ତିଙ୍କୁ ଆଇନି ଅନୁ ଯାଇ ଦଣ୍ଡିତ ନକରା ଗଲେ ସୂଈସାଈଟ କରିବେ ବୋଲି ଗଣ ମାଧ୍ୟମରେ ପ୍ରକାଶ କରି ଛନ୍ତି l ଏପରି ଅର୍ଥ ରୋଜଗାର କରିବା ପାଇଁ ବାରମ୍ବାର ବିଭିନ୍ନ ଲୋଳଙ୍କ ନାମ ରେ ସୋସିଆଲ ମିଡ଼ିଆ ରେ ଛାଡିବାରୁ ବିଭିନ୍ନ ଥାନାରେ ଲିଖିତ ଅଭିଯୋଗ ହେଉ ଥିବା ବେଳେ ପ୍ରଶାସନ ଚୁପ କାହିଁକି ସାଧାରଣରେ ଆଲୋଚନା ଚନାର ବିଷୟ ପାଲଟିଛି l

Leave a Reply

Your email address will not be published. Required fields are marked *