ମୁଖ୍ୟମନ୍ତ୍ରୀ ଙ୍କ ପାରାଦୀପ ଗସ୍ତ କୁ ନେଇ ପୁରା ସଜାଗ ପୋଲିସ୍ ପ୍ରଶାସନ !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ ବିଶ୍ୱାସ : ପାରାଦ୍ଵୀପ କଳିଙ୍ଗ ବାଲିଯାତ୍ରା ଓ ବୋଇତ ବନ୍ଦାଣ ଉତ୍ସବ କୁ ନେଇ ଚଳ ଚଞ୍ଚଳ ଜଗତସିଂହପୂରୁ ଜିଲ୍ଲା ପୋଲିସ ପ୍ରଶାସନ l ପାରାଦୀପ କଳିଙ୍ଗ ବାଲିଯାତ୍ରା ନିକଟ ତର ହୋଇ ଆସୁଥିବା ବେଳେ ସକାଳେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ ପୌର ପ୍ରଶାସନ ସମସ୍ତ ପଦାଧିକାରୀ ମାନେ ତନ୍ ତନ କରି ଯାଞ୍ଚ କରୁଥିବା ବେଳେ ଉଦ୍ଘାଟନୀ ଉତ୍ସବ ଓ ବୋଇତ ବନ୍ଦାଣ ଉତ୍ସବ ରେ ମୁଖ୍ୟ ମନ୍ତ୍ରୀ ଯୋଗ ଦେବାକୁ ଥିବା ବେଳେ ସଂଧ୍ୟା ସମୟରେ ଜଗତସିଂହପୂରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଙ୍କିନ୍ତି ବରମନ କଳିଙ୍ଗ ବାଲିଯାତ୍ରା ପଡ଼ିଆ ପରିଦର୍ଶନ କରିଥିବା ସହ ବୋଇତ ବନ୍ଦାଣ ଉତ୍ସବ ପାଇଁ ପାରାଦୀପ ବନ୍ଦର ଓଏଟ ବେସିଂ ନିକଟରୁ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ବୋଇତ ବନ୍ଦାଣ କରିବା ଯିବାକୁ ଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ବିସ୍ତୃତ ଯୋଜନା କରାଯାଇ ଥିବା ଜଣା ଯାଇଛି l ଏଭଳିକି ମୁଖ୍ୟ ମନ୍ତ୍ରୀଙ୍କ ଗ୍ରସ୍ତକୁ ନେଇ ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ସହ ଟ୍ରାଫିକ ବେବସ୍ତା ମଧ୍ୟ କଡ଼ା କଡ଼ି କରାଯିବାର ବ୍ୟବସ୍ଥା ମଧ୍ୟ କରାଯାଇ ଥିବା ଜଣା ଯାଇଛି l ଏଥିନେଇ ଖୋଦ୍ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ନିଜେ ସଂପୂର୍ଣ ଯୋଜନା ପ୍ରସ୍ତୁତ କରିଥିବା ନିଜ୍ ବୟାନ ରେ କହୁଥିବା ଦେଖା ଯାଉଛି l

Leave a Reply

Your email address will not be published. Required fields are marked *