ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା କଳା ସଂସ୍କୃତି ର ଜିଲ୍ଲା ଅଟେ । ଏଠାରେ ବିଭିନ୍ନ କଳାକାର ରହିଛନ୍ତି। ନିଜର ଲୋକାୟତ ପ୍ରତିଭା କୁ ଲୋକ ଲୋଚନ ଆସୁଛି। ନିଜର କଳା ପ୍ରଦର୍ଶନ କରୁଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ କଳାକାରଙ୍କୁ କଳାକାର ଭତ୍ତା ଅପେକ୍ଷା ରେ ଅଛନ୍ତି। ନୂତନ ସରକାର ଆସିଲେ କିନ୍ତୁ ଆଜି ପର୍ଯ୍ୟନ୍ତ କଳା କାର ଭତ୍ତା ପାଇ ପାରିନଥିବା ଅଭିଯୋଗ କରିଛନ୍ତି। ସଂସ୍କୃତି ଅଧିକାରି ଅର୍ଚ୍ଚନା ମଙ୍ଗରାଜ ଗଣ ମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ଯେ ବର୍ତ୍ତମାନ୍ ଛଅ ଶହ ବାସ ଠୀ ଜଣ କଳାକାର ଭତ୍ତା ପାଉଛନ୍ତି। ବାର ଶହ ସତଳିଶି ଜଣ ଆବେଦନ କରି ଛନ୍ତି ବୋଲି ପ୍ରକାଶ କରିଛନ୍ତି।ଯେହେତୁ ସରକାରଙ୍କ ନୂଆ ଟାର୍ଗେଟ ନାହିଁ ତେଣୁ କଳା କାର ଭତ୍ତା ପାଇ ପାରୁ ନାହାନ୍ତି। ବୋଲି ପରି ପ୍ରକାଶ କରିଛନ୍ତି। ତେଣୁ ନୂତନ ସରକାର ଲୋକଙ୍କ ସରକାର କଳାକାରଙ୍କ ପ୍ରତି ଦୃଷ୍ଟି ଦେଲେ କଳା କାର ଉପକୃତ ହୋଇ ପାରିବେ ବୋଲି ଆଶା ରଖିଛନ୍ତି !
ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା : କଳାକାର ଭତ୍ତା ପାଇବେ କେବେ ???

