ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ଗଞ୍ଜେଇ ସହ ଅଟୋ ଜବତ : ଅଭିଯୁକ୍ତ ଫେରାର !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଏସଆଇ ଶାନ୍ତୁନୁ ପ୍ରଧାନ ଓ ଏକ ଟିମ୍…

ଅପରାଧଆମ ରିପୋଟରଜଗତସିଂହପୁରଜିଲ୍ଲା

ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ : ବଧୂହତ୍ୟା ଅଭିଯୋଗ !!!

ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନିଲ କୁମାର ଲେଙ୍କା : ବାଲିକୁଦା ଥାନା ଅନ୍ତର୍ଗତ ଚଅଁରପୁର ଗ୍ରାମରେ ବଧୂହତ୍ୟା ର ଅଭିଯୋଗ ଆଣିଛନ୍ତି ଝିଅର…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ମିଥ୍ୟା ଅଡିଓ ଟେପ ଭାଇରାଲ ଘଟଣାରେ ସ୍ପଷ୍ଟିକରଣ ରଖିଲେ ଡିଏମ ଶାନ୍ତନୁ କୁମାର ଦାସ !

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ମିଥ୍ୟା ଅଡିଓ ଟେପ ଭାଇରାଲ ଘଟଣାରେ ସ୍ପଷ୍ଟିକରଣ ରଖିଲେ ଡିଏମ ଶାନ୍ତନୁ କୁମାର ଦାସ…

ଆମ ରିପୋଟରକଟକଜିଲ୍ଲା

ଉତ୍କଳ ବିକାଶ ପରିଷଦ ପକ୍ଷରୁ ନିଶ୍ଚିନ୍ତକୋଇଲି ବ୍ଲକରେ ବିଶୋଧନ କାର୍ଯ୍ୟ ସହ ବୃଷରୋପଣ !!

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ” ପକ୍ଷରୁ ନିଶ୍ଚିନ୍ତକୋଇଲି ବ୍ଲକ…

ଆମ ରିପୋଟରକଟକଜିଲ୍ଲା

ବାଙ୍କୀ ର ମଡେଲ ଶ୍ମଶାନ ପାଇଁ ଏନଏସି କର୍ତ୍ତୃପକ୍ଷଙ୍କୁ ପୁରସ୍କାର ମିଳୁ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ମଶାଣି ପାଲଟିଛି ଜଙ୍ଗଲ , ରକ୍ଷଣାବେକ୍ଷଣ ଅଭାବରୁ ବିଷାକ୍ତ ସାପ ଙ୍କ ଚଳପ୍ରଚଳ ରେ…

ଆମ ରିପୋଟରଜିଲ୍ଲାଯାଜପୁର

କାମ ଚଳା ରେ ଚାଲିଛି ସୁକିନ୍ଦା ତହସିଲ ଓ ବ୍ଲକ କାର୍ଯ୍ୟାଳୟ ।

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ର ଦୁଇଜଣ ମୁଖ୍ୟ ପ୍ରଶାସନିକ ଅଧିକାରୀ ତହସିଲଦାର ଓ ବିଡ଼ିଓଙ୍କ ବଦଳି ପରେ…

ଆମ ରିପୋଟରଜିଲ୍ଲାଢେଙ୍କାନାଳ

ଜନ ଶିକ୍ଷଣ ସଂସ୍ଥାନ ତରଫରୁ କୋଭିଡ଼ ସଚେତନତା କାର୍ଯ୍ୟକ୍ରମ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଜେଏସଏସ ତରଫରୁ କୋଭିଡ଼ ପାଇଁ ସଚେତନତା କାର୍ଯ୍ୟକ୍ରମ . ଜନ ଶିକ୍ଷଣ ସଂସ୍ଥାନ ତରଫରୁ…

ଆମ ରିପୋଟରଜିଲ୍ଲାଯାଜପୁର

ଅଘୋଷିତ ବିଦ୍ୟୁତ୍ କାଟ ଓ ଦରବୃଦ୍ଧି ପ୍ରତିବାଦରେ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲା ସୁକିନ୍ଦା ବିଜେପି ।

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ରାଜ୍ୟ ସରକାରଙ୍କ ଦ୍ୱାରା ଅହେତୁକ ବିଦ୍ୟୁତ ଶୁଳ୍କ ବୃଦ୍ଧି, ଅଘୋଷିତ ବିଜୁଳି କାଟ ଓ…

ଆମ ରିପୋଟରଜିଲ୍ଲାଯାଜପୁର

ସୋଲାର ପାନୀୟ ଜଳ ପ୍ରକଳ୍ପ ଅଚଳ : ଲୋକେ ହନ୍ତସନ୍ତ !!!

ଦାନଗଦି ( ଆୱାଜ ମିଡ଼ିଆ ) – ଶୁଭମ ଓଝା : ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ଶାଳିଜଙ୍ଗା ପଞ୍ଚାୟତରେ ସ୍ଥାପିତ ହୋଇଥିବା ସୋଲାର ପାନୀୟ…