ଆମ ରିପୋଟରକଟକଜିଲ୍ଲା

୪୨ମୌଜାରେ ଚାଷ ଜମିରୁ ଜଳ ନିଷ୍କାସନ ସମସ୍ୟା ସମାଧାନ ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସ୍ଥାନୀୟ ବାସିନ୍ଦା ।

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦର ୪୨ ମୌଜ଼ା ଉପକଣ୍ଠ ୧୦ଖଣ୍ଡ ମୌଜାର ୨୦୦ ଏକର ଚାଷଜମି ଜଳବନ୍ଦି…

ଅପରାଧଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜ୍ୟ

ଲକ ଡାଉନ ରେ ଚୋରାରେ ମଦ କିଣୁଥିଲେ ସାବଧାନ !! ମଦ ବୋତଲ ଭିତରେ କଙ୍କଡା ବିଛା !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କରୋନା ମହାମାରୀ ସଂକ୍ରମଣ ଏବଂ ତାଲାବନ୍ଦ କଟକଣା ସାଧାରଣ ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ…

ଆମ ରିପୋଟରଜିଲ୍ଲାଢେଙ୍କାନାଳ

ବିଶିଷ୍ଟ ଶିକ୍ଷାବିତ ତରୁଣ କୁମାର ଘୋଷଙ୍କ ମହାପ୍ରୟାଣ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ସହରର ବିଶିଷ୍ଟ ଶିକ୍ଷାବିତ ତରୁଣ କୁମାର ଘୋଷଙ୍କ ୮୬ ବର୍ଷ ବୟସରେ ପରଲୋକ…

ଆମ ରିପୋଟରଗଜପତିଜିଲ୍ଲା

କୋଭିଡ଼ ପରିସ୍ଥିତି ସମୟରେ ଅନାଥ ହୋଇଥିବା ପିଲାଙ୍କୁ ଭେଟିଲେ ଗଜପତି ଜିଲ୍ଲାପାଳ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା କୋଭିଡ଼ କାଳରେ ଗୋଶାଣି ପଞ୍ଚାୟତ ସମିତିର ଗୁରାଣ୍ଡି ଗ୍ରାମ…

ଆମ ରିପୋଟରଜିଲ୍ଲାନୟାଗଡ

ପଥ ପାର୍ଶ୍ୱ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଯୋଗଦାନ କଲେ ଦଶପଲ୍ଲା ବିଧାୟକ !!

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ୭୨ତମ ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ଦଶପଲ୍ଲା ବିଧାୟକ ତଥା ନୟାଗଡ ବିଜେଡି…

ଅପରାଧଆମ ରିପୋଟରଜଗତସିଂହପୁରଜିଲ୍ଲାମୁଖ୍ୟ ଖବର

ପୁଲିସ କୁ ଗାଁ ଦାଣ୍ଡରେ ଗୋଡାଇ ଗୋଡାଇ ପିଟିଲା ଚୋର !!!

ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନୀଲ କୁମାର ଲେଙ୍କା : ଚୋର ଧରିବାକୁ ଯାଇଥିବା ପୁଲିସ କୁ ଗାଁ ଦାଣ୍ଡରେ ଗୋଡାଇ ଗୋଡାଇ ପିଟିଲା…

ଆମ ରିପୋଟରଜିଲ୍ଲାଯାଜପୁର

ଖରଡ଼ି ଛକ ମୁଖ୍ୟ ରାସ୍ତାରେ ଅଜଣା ଗାଡି ଧକାରେ ଦୁଇ ଆହତ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ଖରଡ଼ି ମୁଖ୍ୟ ରାସ୍ତାରେ ଏକ ଅଜଣା ଗାଡି ଧକାରେ ଦୁଇ…

ଆମ ରିପୋଟରକଟକଜିଲ୍ଲା

ସୁନ୍ଦରଗଡ ଇଂଞ୍ଜିନିଅରିଂ ସ୍କୁଲର ପୁରାତନ ଛାତ୍ର ମାନଙ୍କ ପକ୍ଷରୁ ୱେବିନାର ।

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : ସୁନ୍ଦରଗଡ ଇଂଞ୍ଜିନିଅରିଂ ସ୍କୁଲର ୧୯୯୮ ମସିହାର ପୁରାତନ ଛାତ୍ରଙ୍କ ଅନଲାଇନ ବୈଠକ ଆୟୋଜିତ ହୋଇଯାଇଛି…

ଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲାମୁଖ୍ୟ ଖବରରାଜ୍ୟ

ଅଫିସ ଭିତରେ ମଦ୍ୟ ପାନ କରି ଅବକାରୀ ବିଭାଗର ସବ-ଇନ୍ସପେକ୍ଟର ନିଲମ୍ବିତ !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : ଅଫିସ ଭିତରେ ମଦ୍ୟ ପାନ କରି ଅବକାରୀ ବିଭାଗର ସବ-ଇନ୍ସପେକ୍ଟର ନିଲମ୍ବିତ . କେନ୍ଦ୍ରାପଡା…

ଆମ ରିପୋଟରଗଜପତିଜିଲ୍ଲା

ଗଜପତି ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଲିଙ୍ଗରାଜ ପଣ୍ଡାଙ୍କ ଦାୟିତ୍ୱ ଗ୍ରହଣ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଲିଙ୍ଗରାଜ ପଣ୍ଡା ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି…