ଆମ ରିପୋଟରକଟକଜିଲ୍ଲା

ନୃତ୍ୟଶିଳ୍ପୀଙ୍କ କୃତିତ୍ୱ ନେଇ ସାଧାରଣରେ ପ୍ରଶଂସା ।

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦର ବ୍ଲକ ବୟାଳିଶ ମୌଜ଼ା ଉପକଣ୍ଠ ବେଣ୍ଟକାର ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନୃତ୍ୟ…

ଅନୁଗୁଳଆମ ରିପୋଟରଖୋର୍ଦ୍ଧାଜିଲ୍ଲାଢେଙ୍କାନାଳପୁରୀ

ଧରାପୃଷ୍ଠକୁ କରୋନା ଦାଉରୁ ରକ୍ଷାକରିବା ପାଇଁ ଚିଣ୍ଟୁ ବାବାଙ୍କ ପୁରୀ ଯାତ୍ରା !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଜଗତକୁ କରୋନା ଦାଉରୁ ରକ୍ଷା କରିବା ତଥା ଜଗତ କଲ୍ୟାଣ ଉଦେଶ୍ୟରେ ଏକଘରିଆ ମଠରୁ…

ଆମ ରିପୋଟରଜିଲ୍ଲାନୟାଗଡ

ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ବେଖାତିର କରୁଛନ୍ତି ନୟାଗଡ ଜିଲ୍ଲାପାଳ !

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଜିଲ୍ଲା ଓଡଗାଁ ବ୍ଲକ ସାକେରୀ ପଞ୍ଚାୟତ ସରପଞ୍ଚ ବହିଷ୍କାର ମାମଲାରେ ମାନ୍ୟବର ଉଚ୍ଚ…

ଆମ ରିପୋଟରଗଜପତିଜିଲ୍ଲା

କୋଭିଡ଼ ନିୟମ ଉଲ୍ଲଂଘନ କରିଥିବାରୁ ହାଇଟେକ ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ଦଶହଜାର ଜୋରିମାନା !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କୋଭିଡ଼ ନିୟମ ଉଲ୍ଲଙ୍ଘନ କରିଥିବା ଯୋଗୁଁ ହାଇଟେକ ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜ୍ୟ

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ : ଶବ ବୋହିବାକୁ ନେଇ ଆମ୍ବୁଲାନ୍ସ ଡ୍ରାଇଭର ଓ ଅଟୋ ଡ୍ରାଇଭର ମଧ୍ୟରେ ଝଗଡ଼ା !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଅଭାବନୀୟ ଘଟଣା . ସୂଚନା ଅନୁଯାୟୀ ସୁନଖଳା…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ସୋନପୁର ପଞ୍ଚାୟତ ସରପଞ୍ଚ ଙ୍କୁ ହତ୍ୟା ଉଦ୍ୟମ : ବୋଲେରୋ ଗାଡି ଛାଡି ଦୁର୍ବୁତ୍ତ ଫେରାର !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସୋନପୁର ସରପଞ୍ଚଙ୍କୁ ହତ୍ୟା…

ଆମ ରିପୋଟରଗଜପତିଜିଲ୍ଲା

ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ…

ଆମ ରିପୋଟରକନ୍ଧମାଳଜିଲ୍ଲା

ଫୁଲବାଣୀ ଏସଆଇ ଙ୍କ ସାମ୍ବାଦିକ ଙ୍କୁ ଗାଳି ଘଟଣା ରେ କୋଟଗଡ ବ୍ଲକ ସାମ୍ବାଦିକଙ୍କ ତରଫରୁ କ୍ଷୋଭ ପ୍ରକାଶ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ପୋଲିସ ସବ ଇନ୍ସପେକ୍ଟର ଦୀପକ ସାମନ୍ତ ସିଂହାର ସମଗ୍ର…

ଆମ ରିପୋଟରଜିଲ୍ଲାଢେଙ୍କାନାଳ

ଢେଙ୍କାନାଳ ପୌରପାଳିକା ତରଫରୁ ମଶା ଓ ମାଛି ନାଶକ ଔଷଧ ସିଞ୍ଚନ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ପୌରପାଳିକା ତରଫରୁ ଢେଙ୍କାନାଳର ବିଭିନ୍ନ ୱାର୍ଡ ମାନଙ୍କରେ ପୌରପାଳିକାର କର୍ମଚାରୀ ମାନେ ବୁଲି…