ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ ଯଦୁପୁର ପରୀ ଅପହରଣ ହତ୍ୟା ମାମଲା !! ସିବିଆଇ ତଦନ୍ତ ପାଇଁ ବିଜେପିର ଆନ୍ତରିକତା ନାହିଁ : କଂଗ୍ରେସ ଜିଲ୍ଲା ସଭାପତି

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ଯଦୁପୁର ଗ୍ରାମ ବହୁଚର୍ଚ୍ଚିତ ପରୀ ହତ୍ୟା ଘଟଣା ରେ ପରୀକୁ ନ୍ୟାୟ…

ଆମ ରିପୋଟରଗଜପତିଜିଲ୍ଲା

ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସାଧାରଣ ପରିଷଦରେ ଏବଂ ସଂସ୍କୃତି ବିଭାଗରେ ଗଜପତି ଜିଲ୍ଲାକୁ କରାଯାଉଛି ଉପେକ୍ଷିତ : ପାରଳା ବିଧାୟକ !!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସାଧାରଣ ପରିଷଦରେ ଏବଂ ସଂସ୍କୃତି ବିଭାଗରେ ଗଜପତି ଜିଲ୍ଲାକୁ…

ଆମ ରିପୋଟରଜିଲ୍ଲାପୁରୀ

ବିବେକାନନ୍ଦ ଜୟନ୍ତୀ ଅବସରରେ ଆୟୋଜିତ ହେବ ରକ୍ତଦାନ ଶିବିର !!

ପୁରୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଜାଗୃତି ସାଂସ୍କୃତିକ ଯୁବ ସଂଗଠନ ତରଫରୁ ବିବେକାନନ୍ଦ ଜୟନ୍ତୀ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର…

ଆମ ରିପୋଟରଜିଲ୍ଲାଯାଜପୁର

ନୀଳାଚଳ ଇସ୍ପାତକୁ ଘରୋଇକରଣ ବନ୍ଦ ଦାବୀରେ କଳାଦିବସ ଓ ପ୍ରତିବାଦ ସଭା ।

ସୁକିନ୍ଦା ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ରଜ୍ୟର ଅନ୍ୟତମ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚ଼ଳ ଇସ୍ପାତ କୁ କେନ୍ଦ୍ର ଓ ରାଜ୍ୟ ସରକାର…

ଆମ ରିପୋଟରଜିଲ୍ଲାନୟାଗଡ

ଭାପୁର ରେ ବେଟି ପଢାଅ ବେଟି ବଞ୍ଚାଅ କାର୍ଯ୍ୟକ୍ରମ !!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଭାପୁର ବ୍ଲକ ସଭାଗୃହ ଠାରେ ବେଟି ପଢାଓ ବେଟି…

ଆମ ରିପୋଟରଗଜପତିଜିଲ୍ଲା

ଆନ୍ଦୋଳନରେ ସହିଦ କୃଷକଙ୍କୁ ଗଜପତି ଜିଲ୍ଲା କଂଗ୍ରେସର ଶ୍ରଦ୍ଧାଞ୍ଜଳୀ !!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ କୃଷି ଆଇନକୁ ବିରୋଧ କରି ଚାଲିଥିବା ଆନ୍ଦୋଳନରେ ସହିଦ…

ଅନୁଗୁଳଆମ ରିପୋଟରଜିଲ୍ଲା

ନୂତନ ଡିଆଈଜି ଙ୍କ ଦାୟିତ୍ୱ ଗ୍ରହଣ !!

ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ଵର ପଟ୍ଟନାୟକ : ଉତ୍ତର କେନ୍ଦ୍ରାଞ୍ଚଳର ନୂତନ ଡିଆଈଜି ଭାବେ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ ଆଇପିସ୍ ଅଫିସର…

ଆମ ରିପୋଟରଜିଲ୍ଲାଢେଙ୍କାନାଳ

ସ୍ୱାଧୀନ ଫାଉଣ୍ଡେସନ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ !!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଢେଙ୍କାନାଳ ଜିଲ୍ଲା ବାଉଁଶପାଳ ପଞ୍ଚାୟତରେ ପାଖାପାଖି ତିରିଶ ଗରିବ ଅସହାୟ ପରିବାରଙ୍କୁ ଶୀତବସ୍ତ୍ର ବାଣ୍ଟିଛି…

ଅପରାଧଆମ ରିପୋଟରଜିଲ୍ଲାନୟାଗଡରାଜ୍ୟ

ଯଦୁପୁର ପରୀ ହତ୍ୟା ମାମଲା : ଗିରଫ ସରୋଜ ସେଠୀକୁ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ହସ୍ତାନ୍ତର !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ପାଞ୍ଚ ବର୍ଷ ଝିଅ ପରୀ ଅପହରଣ ଓ ହତ୍ୟା ଘଟଣା।…

ଆମ ରିପୋଟରଗଜପତିଜିଲ୍ଲା

ରାଜସ୍ୱ ବିଭାଗର ତାଗିଦ କୁ ଖାତିର କରୁନାହାନ୍ତି ବାଲି ଚାଲାଣକାରୀ !!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ କିଛି ଦିନ ରାଜସ୍ୱ ବିଭାଗ ପକ୍ଷରୁ ଧରପଗଡ଼ କରାଯିବା ପରେ ଜିଲ୍ଲାରେ…