ଆମ ରିପୋଟରକଟକଜିଲ୍ଲା

ଐତିହାସିକ ଚାଟେଶ୍ୱର ମନ୍ଦିରରେ ମା ବନଦୁର୍ଗା ଙ୍କ ନବରାତ୍ର ପୂଜା ଆରମ୍ଭ !!!

ସାଲେପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କଟକ ଜିଲ୍ଲା ସାଲେପୁର ବ୍ଲକ୍ କିଶିନାପୁର ଗ୍ରାମରେ ଐତିହାସିକ ଚାଟେଶ୍ୱର ମନ୍ଦିରରେ ମା ବନଦୁର୍ଗା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ସରିଲା ଦୁଇ ମହାଶକ୍ତିଙ୍କ ପ୍ରସିଦ୍ଧ ଭେଟଯାତ୍ରା : ଆଜିଠାରୁ ସାତବଖରା ପର୍ବ ଘରେ ସପ୍ତମାତାଙ୍କ ଦିବ୍ୟଦର୍ଶନ ଆରମ୍ଭ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚଳିତ ବର୍ଷ ମା’ଭଗବତୀଙ୍କ ପୀଠରେ ଶାରଦୀୟ ପର୍ବର ସନ୍ଧିକ୍ଷଣ ଉତ୍ସବ ପ୍ରସିଦ୍ଧ ଭେଟଯାତ୍ରା ଅମାବାସ୍ୟା…

ଆମ ରିପୋଟରଗଜପତିଜିଲ୍ଲା

ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ 2026 ଅନୁଷ୍ଠିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା…

ଆମ ରିପୋଟରକୋରାପୁଟଜିଲ୍ଲା

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ ପାଳିତ !!!

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ ପାଳିତ , କୋରାପୁଟ ଗୋପବନ୍ଧୁ…

ଆମ ରିପୋଟରକଟକଜିଲ୍ଲା

ଜରାଜୀର୍ଣ୍ଣ କାକାଲୁଙ୍ଗ ବ୍ରିଜ୍‌କୁ ନେଇ ଚିନ୍ତାରେ ୧୦ ହଜାର ଜନସାଧାରଣ : ନୂତନ ବ୍ରିଜ୍ ନିର୍ମାଣ ଦାବିରେ ଗ୍ରାମବାସୀଙ୍କ ଚେତାବନୀ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଜରାଜୀର୍ଣ୍ଣ କାକାଲୁଙ୍ଗ ବ୍ରିଜ୍‌କୁ ନେଇ ଚିନ୍ତାରେ ୧୦ ହଜାର ଜନସାଧାରଣ , ନୂତନ ବ୍ରିଜ୍…

ଆମ ରିପୋଟରକଟକଜିଲ୍ଲା

ମହାଳୟାରେ ପିତୃପୁରୁଷଙ୍କ ସ୍ମୃତିରେ ବୃକ୍ଷରୋପଣ !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଳକ ଅନ୍ତର୍ଗତ ଅରପୁର ଗ୍ରାମର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ସବୁଜସାଥି ଫାଉଣ୍ଡେସନ…

ଆମ ରିପୋଟରଗଜପତିଜିଲ୍ଲା

ସରକାରୀ କାର୍ଯ୍ୟାଳୟରେ ନାହିଁ ଶୌଚାଳୟ : ମହିଳା କର୍ମଚାରୀଙ୍କ ଶୌଚ ପାଇଁ ଭରସା ଖୋଲା ସ୍ଥାନ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସରକାରୀ କାର୍ଯ୍ୟାଳୟରେ ନାହିଁ ଶୌଚାଳୟ , ମହିଳା କର୍ମଚାରୀଙ୍କ ଶୌଚ ପାଇଁ ଭରସା ଖୋଲା…

ଆମ ରିପୋଟରଗଜପତିଜିଲ୍ଲା

ଗଜପତି ଜିଲ୍ଲାରେ ସ୍ୱାସ୍ଥ୍ୟସେବାରେ ଆସିବ ସୁଧାର : ନିଯୁକ୍ତ ହେବେ ନୂତନ ଡାକ୍ତର !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ସ୍ୱାସ୍ଥ୍ୟସେବାରେ ଆସିବ ସୁଧାର, ନିଯୁକ୍ତ ହେବେ ନୂତନ ଡାକ୍ତର ! ଗଜପତି…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ଭୁବନେଶ୍ୱର –ମହେନ୍ଦ୍ରା ଶିକ୍ଷାନୁଷ୍ଠାନ ରୁ ୧୧୦ ୟୁନିଟ୍ ରକ୍ତ ସଂଗୃହୀତ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଭୁବନେଶ୍ୱର ମହେନ୍ଦ୍ରା ଶିକ୍ଷାନୁଷ୍ଠାନ ପ୍ରାଇଭେଟ୍ ଲିମିଟେଡ ଏବଂ ମିଶନ ରକ୍ତଦାନ ମିଳିତ ଆନୁକୂଲ୍ୟରେ ଆୟୋଜିତ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଏବଂ ସିଜେପି ଆନ୍ଦୋଳନ ସମର୍ଥନରେ ଭୁବନେଶ୍ୱର ଠାରେ ଜନସାଧାରଣଙ୍କ ପ୍ରତିବାଦ ସଭା !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଦିଲ୍ଲୀର ଜନ୍ତରମନ୍ତରଠାରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଚାଲିଥିବା ଆନ୍ଦୋଳନକୁ…