ଆମ ରିପୋଟରଜିଲ୍ଲାନୟାଗଡ

ଦ୍ଵିତୀୟ ବ୍ୟାଚ ପି. ଏମ. ଟି. କ୍ୟାଡ଼ର ଯାନ ଚାଳକ ପ୍ରଶିକ୍ଷାର୍ଥୀ ମାନଙ୍କ ଦୀକ୍ଷାନ୍ତ ସମାରୋହ ଉତ୍ସବ !!!

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ଦ୍ଵିତୀୟ ବ୍ୟାଚ ପି. ଏମ. ଟି. କ୍ୟାଡ଼ର ଯାନ ଚାଳକ ପ୍ରଶିକ୍ଷାର୍ଥୀ ମାନଙ୍କ ଦୀକ୍ଷାନ୍ତ…

ଆମ ରିପୋଟରଗଜପତିଜିଲ୍ଲା

ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ରଥଖଳାରେ ଚିତ୍ରକାରଙ୍କ ଶେଷସ୍ପର୍ଶ ରଥ କାର୍ଯ୍ୟ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବିଶ୍ୱ ନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଆଉ ଦିନ କେଇଟା ରହିଥିବା ବେଳେ ଉପାନ୍ତ…

ଆମ ରିପୋଟରଗଜପତିଜିଲ୍ଲା

ରାମସାଗର ହୁଡ଼ା ଉପରେ ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ନିକଟସ୍ଥ ରାମସାଗର ହୁଡ଼ା ଉପରେ ବଜରଙ୍ଗ ଦଳ ଓ ବିଶ୍ୱ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜନୀତିରାଜ୍ୟସ୍ମାର୍ଟ ସିଟି

ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ପରିସରରେ ଦୌରାତ୍ମ୍ୟ ଘଟେଇଥିବା ଅପରାଧୀଙ୍କୁ ତୁରନ୍ତ ଗିରଫ କରିବାକୁ ଆମ୍ ଆଦମୀ ପାର୍ଟିର ଦାବୀ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଓଡ଼ିଶାର ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ କିଛି ପୁରୁଷ ଅଣଛାତ୍ର କ୍ୟାମ୍ପସ…

ଆମ ରିପୋଟରଗଜପତିଜିଲ୍ଲା

ସିଲିଣ୍ଡର କଳାବଜାରୀ ରୋକିବାରେ ଯୋଗାଣ ବିଭାଗ ବିଫଳ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗ୍ୟାସ ସିଲିଣ୍ଡର କଳାବଜାରୀ ରୋକିବାରେ ଗଜପତି ଯୋଗାଣ ବିଭାଗ ବିଫଳ । ଗୁହାରି କରିବି…

ଆମ ରିପୋଟରଜିଲ୍ଲାରାଜ୍ୟସମ୍ବଲପୁର

ଖୋଲିଲା ହୀରାକୁଦ୍ ଗେଟ୍ : ଛଡ଼ାଗଲା ବର୍ଷର ପ୍ରଥମ ବନ୍ୟାଜଳ !!!

ସମ୍ବଲପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଖୋଲିଲା ହୀରାକୁଦ୍ ଗେଟ୍ । ଛଡ଼ାଗଲା ବର୍ଷର ପ୍ରଥମ ବନ୍ୟାଜଳ। ପୂଜାପାଠ ପରେ ପ୍ରଥମେ…

ଆମ ରିପୋଟରକଟକଜିଲ୍ଲା

ନାରୀ ସମ୍ମାନ ଓ ଝିଅଙ୍କ ସୁରକ୍ଷା ପାଇଁ ବୃକ୍ଷରୋପଣ ମାଧ୍ୟମରେ ସଚେତନତାର ବାର୍ତ୍ତା !!!

କଟକ ( ଆୱାଜ ମିଡ଼ିଆ ) – ପ୍ରଦୀପ ରାଜ : ସମାଜରେ ନାରୀର ସମ୍ମାନ ଓ ଝିଅମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଆମ ସମସ୍ତଙ୍କର ପରମ…