ଆମ ରିପୋଟରଖେଳଖୋର୍ଦ୍ଧାଜିଲ୍ଲା

ମା ମଙ୍ଗଳା ଶବର ସ୍ପୋଟିଂ ଫୁଟଵଲ କ୍ଲବ ଫାଇନାଲ ମ୍ୟାଚ ଉଦଯାପିତ : କଟକ ଦଳ ବିଜୟୀ !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ବେଗୁନିଆ ବ୍ଲକ ପୋଡାଡିହ ପଞ୍ଚାୟତ ଅନ୍ତର୍ଗତ ନୀଳକଣ୍ଠପୁର ଗ୍ରାମର ମା ମଙ୍ଗଳା ଶବର ସ୍ପୋଟିଂ…

ଆମ ରିପୋଟରକଟକଜିଲ୍ଲା

ଆଉ ନାହାନ୍ତି ଗୁରୁ ପଦ୍ମନାଭ ସାହୁ : ତାଙ୍କ ଆଦର୍ଶ ସଦା ଅମର ।

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ଅଞ୍ଚଳର ଅଗ୍ରଣୀ ସାଂସ୍କୃତିକ ସଂଗଠନ ସରସ୍ୱତୀ କଳା ପରିଷଦ ପକ୍ଷରୁ…

ଆମ ରିପୋଟରଗଜପତିଜିଲ୍ଲା

ପାରଳାଖେମୁଣ୍ଡି ପୌରପାଳିକା ଏବଂ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ର ଚୂଡାନ୍ତ ଭୋଟର ତାଲିକା ପ୍ରକାଶ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ରାଜ୍ୟ ନିର୍ବାଚନ କମିଶନର ଙ୍କ ପକ୍ଷରୁ ପୌର ପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ…

ଆମ ରିପୋଟରକଟକଜିଲ୍ଲା

ମେଧାଛାତ୍ର ସାଇମନ ଦାଶଙ୍କ ସଫଳତା ନେଇ ଅଞ୍ଚଳବାସୀ ଙ୍କ ତରଫରୁ ପ୍ରଶଂସାର ସୁଅ ।

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ଉପକଣ୍ଠ ଶ୍ରୀରାମ ଦଧିବାମନପୁର ସ୍ଥିତ ସରସ୍ୱତୀ ଶିଶୁ…

ଆମ ରିପୋଟରକନ୍ଧମାଳଜିଲ୍ଲା

ଜାତୀୟ ପୋଲିଓ ଦିବସ ପାଳନ ପାଇଁ କନ୍ଧମାଳରେ ବ୍ୟାପକ ପ୍ରସ୍ତୁତି !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଭାରତଏକ ପୋଲିଓ ମୁକ୍ତ ଦେଶ ହେଇଥିଲେ ବି ଏହା ପୁଣି ବ୍ୟାପିବାର ସମ୍ଭାବନାକୁ…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜନୀତିରାଜ୍ୟ

କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କ ପରଲୋକ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଓଡ଼ିଶାର ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କର ଆଜି…

ଆମ ରିପୋଟରଗଜପତିଜିଲ୍ଲା

ଗଜପତି ଜିଲ୍ଲା ସ୍ତରୀୟ ବିଜ୍ଞାନ କୁଇଜ ପ୍ରତିଯୋଗିତା !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ବିଦ୍ୟାଳୟ ଠାରେ ଗଜପତି ଜିଲ୍ଲା ସ୍ତରୀୟ ବିଜ୍ଞାନ କୁଇଜ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଆସନ୍ତାକାଲିଠୁ ଚିଲିକା ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହେବ ଭୋଟ ଗଣତି !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରାଜ୍ୟରେ ଆଉ କିଛି ଘଣ୍ଟା ମଧ୍ୟରେ ଆସିବ ପଞ୍ଚାୟତ ନିର୍ବାଚନ ଫଳା ଫଳ ।…

ଆମ ରିପୋଟରକଟକଜିଲ୍ଲାରାଜନୀତିରାଜ୍ୟ

ବାଙ୍କୀ ଜିଲ୍ଲା ପରିଷଦ ଫାଇଟ : ୪ ଟି ଜୋନ ରେ ବିଜେଡିର ଗଡ ସୁରକ୍ଷିତ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ସରି ଯାଇଛି ପଞ୍ଚାୟତ ନିର୍ବାଚନ , ଆସନ୍ତାକାଲି ଠାରୁ ଆରମ୍ଭ ହେବ ଗଣତି .…