ଅପରାଧଆମ ରିପୋଟରକଟକଜିଲ୍ଲା

ପୁଲିସ କବଜାରେ କୁଖ୍ୟାତ ଡକାୟତ ଗ୍ୟାଙ୍ଗ !

ନରସିଂହପୁର ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : ଗତ କିଛିଦିନ ଧରି କଟକ ଜିଲ୍ଲା ବଡ଼ମ୍ବା, ନରସିଂହପୁର ଅଂଚଳରେ ପୋଲିସକୁ ଚକମା…

ଅପରାଧଆମ ରିପୋଟରକଟକଜିଲ୍ଲା

ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମ ପ୍ରତିବାଦରେ କନ୍ଦରପୁର ଥାନାରେ ଉତ୍କଳ ବିକାଶ ପରିଷଦର ଦାବିପତ୍ର ।

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦର କନ୍ଦରପୁର ଥାନା ଉପକଣ୍ଠ ନିମେଇଶାପୁର ଗ୍ରାମର ଦିବ୍ୟାଙ୍ଗ ନାବାଳିକାକୁ ସେହିଗ୍ରାମର ଅସାମାଜିକ…

ଅପରାଧଆମ ରିପୋଟରକଟକଜିଲ୍ଲାରାଜ୍ୟ

ମଧୁପାଟଣା ପୁଲିସ କବଜାରେ ୫ କୁଖ୍ୟାତ ଅପରାଧୀ !

କଟକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବିଚ ରାସ୍ତା ଉପରେ ବନ୍ଧୁକ ମୁନରେ ଭୟଭୀତ କରି ବ୍ୟବସାୟୀଙ୍କ ଠାରୁ ଛିନତାଇ ଏବଂ…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ଲୁଟେରାଙ୍କୁ କାବୁ କଲା ରଣପୁର ପୁଲିସ !!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ବିଶେଷ କରି…

ଅପରାଧଆମ ରିପୋଟରକଟକଜିଲ୍ଲା

ଝୁଲନ୍ତା ଶବ ଉଦ୍ଧାର ଘଟଣାକୁ ନେଇ ବଢୁଛି ସସ୍ପେନ୍ସ !!!

ନରସିଂହପୁର ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ ମାଣିଆବନ୍ଧ ଠାରେ ଥିବା ଭାରତ ପେଟ୍ରୋଲିଅମ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲାନୟାଗଡ

ନୂଆ ତରିକାରେ ଜାତୀୟ ରାଜପଥରେ ଲୁଟିନେଲେ ଟ୍ରକ୍‌ !!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଜାତୀୟ ରାଜପଥରେ ପୁଣି ମାତିଲେ ଲୁଟେରା । ବାରମ୍ବାର ହେଉଛି ଲୁଟ । ପୋଲିସକୁ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବେଗୁନିଆ ତହସିଲ କର୍ମଚାରୀଙ୍କ ଘରେ ଡକାୟତି !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ବେଗୁନିଆ ଅଞ୍ଚଳରେ ଘଟିଛି ଡକାୟତି । ବେଗୁନିଆ ତହସିଲ କର୍ମଚାରୀ ରମେଶ ଚନ୍ଦ୍ର ଦଳେଇ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଜାତୀୟ ରାଜପଥରୁ ଧଳା ଜହର ଜବତ : ତିନି ଅଭିଯୁକ୍ତ ଗିରଫ !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଭୁବନେଶ୍ୱର- ବ୍ରହ୍ମପୁର ୧୬ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧାର ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରୁ…