ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ପୁଣି ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର : ୭ ଜିଲ୍ଲାକୁ ବନ୍ଦ ଡାକରା ଦେଇଛି ମାଓ ସଙ୍ଗଠନ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲାରେ ପୁଣି ପୋଲିସକୁ ଖୋଲା ଚ୍ୟାଲେଞ୍ଜ୍ ଦେଲା ଲାଲ୍ ବାହିନୀ ।…

ଅପରାଧଆମ ରିପୋଟରକଟକଜିଲ୍ଲା

ଯାତ୍ରା ସମୟରେ ରାତିସାରା ତାଳବସ୍ତ ଫାଣ୍ତି ପଛରେ ଖୁଲମଖୁଲା ଜୁଆଖେଳ !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଓଡିଶାର ବିଭିନ୍ନ ଗାଁ ଗଣ୍ତାରେ ମେଳା ମହୋତ୍ସବ ଚାଲୁ ରହିଛି । ନିକଟରେ…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ଭିଜିଲାନସ ଜାଲରେ ସରକାରୀ ଅଧିକାରୀ , ପ୍ରାନ ଆଇଡି ଖୋଲିବା ପାଇଁ ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଭିଜିଲାନ୍ସ ଜାଲରେ ସରକାରୀ ଅଫିସର l ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଟ୍ରେଜେରି ଅଫିସରେ…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ଶିକ୍ଷା ବିଭାଗର ଅର୍ଥ ଆତ୍ମସାତ ଅଭିଯୋଗ ରେ ପ୍ରଧାନ ଶିକ୍ଷକଙ୍କ ସମେତ ତିନି ଜଣଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଆଜି ଜଣେ…

ଅପରାଧଆମ ରିପୋଟରକଟକଜିଲ୍ଲା

କାର୍ଯ୍ୟରତ ସାମ୍ବାଦିକ ଙ୍କୁ ଆକ୍ରମଣ : କଟକ ରେ ପହଁଚିଲେ ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ଟିମ !!!

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କାର୍ଯ୍ୟରତ ସାମ୍ବାଦିକ ଙ୍କୁ ଆକ୍ରମଣ , ଘଟଣା ସମ୍ପର୍କରେ ସୂଚନା ପାଇ କଟକ ରେ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଭୀମପୁର ହରିଜନ ସାହିର ବିଭତ୍ସ ହତ୍ୟା ଘଟଣା : ଅଭିଯୁକ୍ତ କୁ ଗିରଫ କଲା ବାଣପୁର ପୋଲିସ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଭୀମପୁର ହରିଜନ ସାହି ଦାଣ୍ଡରେ ଗୁରୁବାର ରାତିରେ…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

କନ୍ଧମାଳ ରେ ପୁଣି ଲାଲ୍ ତାଣ୍ଡବ : ଘରୁ ଡ଼ାକିନେଇ ପୂର୍ବତନ ସରପଞ୍ଚଙ୍କୁ ଗୁଳି କରି ହତ୍ୟା !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କିଛି ଦିନର ବ୍ୟବଧାନ ପରେ ପୁଣି ସକ୍ରିୟ ହୋଇଛନ୍ତି ଲାଲ୍ ବାହିନୀ ।…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଭୀମପୁର ହରିଜନ ସାହି ଗାଁ ଦାଣ୍ଡରେ ବଡ ଭାଇକୁ ବିଭତ୍ସ ହତ୍ୟା : ସାନଭାଇ ଗୁରୁତର !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଦୁଇ ଭାଇ ନିଜ ଦାଣ୍ଡ ଦୁଆରେ ବସି କଥାବାର୍ତ୍ତା ହେଉଥିବା ବେଳେ ହଠାତ ଜଣେ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁରରେ ପାରିବାରିକ କଳହ ହେଲା ଅନ୍ତ : ସ୍ତ୍ରୀ ଙ୍କ ଅଭିଯୋଗ ହେଲା ଖାରଜ , ସ୍ବାମୀ ଓ ପରିବାର ନିର୍ଦ୍ଦୋଷରେ ଖଲାସ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : କୈଣସି କାରଣ କୁ ନେଇ ପାରିବାରିକ କଳହକୁ କେନ୍ଦ୍ରକରି ୨୦୧୪ ମସିହାରେ ଜଣେ ବଧୁ…