ଆମ ରିପୋଟରକଟକଜିଲ୍ଲା

ରୌପ୍ୟ ନଗରୀ କଟକ ସହରରେ ବିଶ୍ୱ ବାଇ ସାଇକେଲ ଦିବସ ପାଳିତ !!!

କଟକ ( ଆୱାଜ ମିଡ଼ିଆ ) – ଅମୃତା ପଟ୍ଟନାୟକ : ସମଗ୍ର ବିଶ୍ୱକୁ ଘାରିଛି ଜଳବାୟୁ ପରିବର୍ତ୍ତନ ଓ ପ୍ରଦୂଷଣ ଚିନ୍ତା । ଏହାର ପ୍ରତିକାର…

ଆମ ରିପୋଟରକଟକଜିଲ୍ଲା

ଟ୍ରାଇକମ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ରରେ ବିଶ୍ବଶାନ୍ତି ହୋମଯଜ୍ଞ !!!

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ନିଶ୍ଚିନ୍ତକୋଇଲି ଅଞ୍ଚଳର ଅଗ୍ରଣୀ ତଥା ପ୍ରଯୁକ୍ତି ବିଦ୍ୟା ର ସଫଳ ଶିକ୍ଷାନୁଷ୍ଠାନ ଟ୍ରାଇକମ କମ୍ପ୍ୟୁଟର…

ଅପରାଧଆମ ରିପୋଟରକଟକଜିଲ୍ଲାରାଜ୍ୟ

ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଭାଇ କୁ ହାଣିଲା ଭାଇ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଜମିବାଡ଼ି ବିବାଦ କୁ କେନ୍ଦ୍ର କରି ଗାଁ ଦାଣ୍ଡରେ ବଡଭାଇ କୁ କଟୁରୀରେ ଗୋଡ଼ାଇ…

ଆମ ରିପୋଟରକଟକଜିଲ୍ଲା

ବିଦ୍ୱାନ ପଣ୍ଡିତ ମୂରଲୀଧର ଶତପଥୀଙ୍କୁ ଶ୍ରଦ୍ଧାଞ୍ଜଳୀ !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର କନ୍ଦରପୁର ସ୍ଥିତ ସରସ୍ଵତୀ କଳା ପରିଷଦର ଉପଦେଷ୍ଟା ତଥା ଜଗତସିଂହପୁର…

ଆମ ରିପୋଟରକଟକଜିଲ୍ଲାପୁରୀଯାଜପୁରରାଜ୍ୟ

ଶ୍ରୀମନ୍ଦିର ସୁରକ୍ଷା ନିମନ୍ତେ ବିଶ୍ୱ ହିନ୍ଦୁପରିଷଦ ନେତୃତ୍ବରେ ବିବିଧକ୍ଷେତ୍ର ପକ୍ଷରୁ ସୁକିନ୍ଦା ବ୍ଲକରେ ପ୍ରତିବାଦ ସଭା ଅନୁଷ୍ଠିତ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ପ୍ରତ୍ୟେକଟି ଓଡ଼ିଆଙ୍କର ପରିଚୟ l ତାଙ୍କର ନିବାସ ଶ୍ରୀମନ୍ଦିର…

ଆମ ରିପୋଟରକଟକଜିଲ୍ଲାରାଜ୍ୟ

ବଢୁଛି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମନମୁଖୀ କାରବାର : ବହିଷ୍କାର ଦାବିରେ କାର୍ଯ୍ୟାଳୟରେ ପଡିଲା ତାଲା !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମନମୁଖୀ କାରବାର କୁ ନେଇ ଜନ ଅସନ୍ତୋଷ ,…

ଆମ ରିପୋଟରକଟକଜିଲ୍ଲା

ପ୍ରଧାନ ଶିକ୍ଷୟିତ୍ରୀ ମଲ୍ଲିକା ଦେଇଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା !!!

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : କଳାପଥର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମଲ୍ଲିକା ଦେଇ ଙ୍କର ବିଦାୟ…

ଆମ ରିପୋଟରକଟକଜିଲ୍ଲାଯାଜପୁରରାଜ୍ୟ

ଜାରି ରହିବ କରୋନା ସଚେତନତା ଓ କିଟ୍ ବିତରଣ କାର୍ଯ୍ୟକ୍ରମ : ଚିନ୍ମୟ ଫାଉଣ୍ଡେସନର ୩୨ ତମ ସମୀକ୍ଷା ବୈଠକ !!!

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମଗ୍ର ବିଶ୍ଵରୁ ମହାମାରୀ କରୋନାର ବିନାଶ ହେବା ପର୍ଯ୍ୟନ୍ତ କରୋନା ସଚେତନତା ଓ କିଟ୍…