ଆମ ରିପୋଟରଗଜପତିଜିଲ୍ଲା

ଗଜପତି ଜିଲ୍ଲା କଂଗ୍ରେସ ତରଫରୁ ବିଜୟ ଉତ୍ସବ ପାଳିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ଗତକାଲି…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ସାତ ଦେବାଦେବୀଙ୍କୁ ସାଥିରେ ଧରି ମାଜଣା ପୋଖରୀରେ ଭଉଁରୀ ଖେଳିଲେ ମା’ ଭଗବତୀ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ମା’ ଭଗବତୀଙ୍କ ଚନ୍ଦନ ଯାତ୍ରା ଭଉଁରିରେ ଶେଷ ହୋଇଛି…

ଆମ ରିପୋଟରକଟକଜିଲ୍ଲା

ଦାଦା ସାହେବ୍ ଫାଲକେ ଫିଲ୍ମ ଫେଷ୍ଟିଭାଲରେ ଓଡିଆ ଚଳଚ୍ଚିତ୍ର ” ମୀନା ” ପୁରସ୍କୃତ !!!

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଚଳିତ ବର୍ଷର ୧୩ ତମ ଦାଦା ସାହେବ୍ ଫାଲକେ ଫିଲ୍ମ ଫେଷ୍ଟିଭାଲରେ ଓଡିଆ ଚଳଚ୍ଚିତ୍ର…

ଆମ ରିପୋଟରଜିଲ୍ଲାଯାଜପୁର

ଚିନ୍ମୟ ଫାଉଣ୍ଡେସନର ୧୬୪ ତମ ସାପ୍ତାହିକ କରୋନା ସଚେତନତା ସହ କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ !!!

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସରକାରୀ ସ୍ତରରେ ବିଭିନ୍ନ କାର୍ଯ୍ୟାଳୟ ମାନଙ୍କରେ ମାକ୍ସ ବ୍ୟବହାର ସହିତ ଜାରି ରହିଛି ମହାମାରୀ…

ଆମ ରିପୋଟରଜିଲ୍ଲାନୟାଗଡ

ବଢୁଛି ଦଶପଲ୍ଲା ବିଧାୟକ ଙ୍କ ଲୋକପ୍ରିୟତା : କୁଚକ୍ରୀ ହତାଶ !!!

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ ଜିଲ୍ଲା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ଲୋକପ୍ରିୟତା ଦିନକୁ ଦିନ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତିଳ ତର୍ପଣ ଓ ରକ୍ତଦାନ ଶିବିର !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ପଦ୍ମଶ୍ରୀ ସ୍ବର୍ଗତ ଭବାନୀ ଚରଣ ପଟ୍ଟନାୟକ ଙ୍କ ଶ୍ରାଦ୍ଧ ବାର୍ଷିକୀ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଚିଆଙ୍କ ସାହି ଗ୍ରାମର ୫ ଜଣଙ୍କୁ ଆହତ କଲାଣି ପାଗଳ ହନୁ ମାଙ୍କଡ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଚିଆଙ୍କ ସାହି ଗ୍ରାମରେ ପାଗଳ…

ଆମ ରିପୋଟରଗଜପତିଜିଲ୍ଲା

ମହାରାଷ୍ଟ୍ର ଓ ଓଡ଼ିଶା ର କୋରାପୁଟ ଜିଲ୍ଲାର ଦମ୍ପତ୍ତିଙ୍କ ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର 37 ଓ 38 ତମ ଶିଶୁଙ୍କୁ…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ଭିଜିଲାନସ ଜାଲରେ ସରକାରୀ ଅଧିକାରୀ , ପ୍ରାନ ଆଇଡି ଖୋଲିବା ପାଇଁ ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଭିଜିଲାନ୍ସ ଜାଲରେ ସରକାରୀ ଅଫିସର l ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଟ୍ରେଜେରି ଅଫିସରେ…