ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

କାହା ସ୍ୱାର୍ଥରେ ବଡକୁଳ ପାନ୍ଥନିବାସରେ ଥିବା ଚିଲଡ୍ରେନ ପାର୍କ ???

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ନିକଟସ୍ଥ ବଡକୁଳ ପାନ୍ଥନିବାସ ଏକ ଓଡିଶା ର ମୁଖ୍ୟ ପର୍ଯ୍ୟଟନସ୍ଥଳ…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଙ୍କୁ ଓଡିଶା ଡିଜିଟାଲ ମହାସଂଘ ତରଫରୁ ସ୍ମାରକପତ୍ର !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ରାଜ୍ୟ ସରକାର ଶାସନ ବ୍ୟବସ୍ଥାରେ ଡିଜିଟାଲ ପଦ୍ଧତିକୁ ଗୁରୁତ୍ୱ ପ୍ରଦାନ କରୁଥିବା ସମୟରେ ସମଗ୍ର…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଗୌରୀ ଦେବୀଙ୍କୁ ଶ୍ରଦ୍ଧାଞ୍ଜଳୀ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଧର୍ମପ୍ରାଣା ମହିଳା ସ୍ୱର୍ଗତା ଗୌରୀ ଦେବୀଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ଆୟୋଜିତ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଲିଭର ଜନିତ ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ଛଟ ପଟ ହେଉଛନ୍ତି କାହ୍ନା !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାବୁ ମୋତେ ବଞ୍ଚେଇଦିଅ । ଏ କରୁଣ ଚିତ୍କାର ହେଉଛି ୨୪ ବର୍ଷର ଯୁବକ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ଯୁବ ସମାଜସେବୀ ଆଶାତୀତ ସାହୁ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଗଣନାଥ ଗୋଷ୍ଠୀ ର ଖୋର୍ଦ୍ଧା ଜିଲ୍ଲା ନଈରି ଶାଖାର ସଦସ୍ୟ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ରେ ଆୟୋଜିତ ହେବାକୁ ଯାଉଛି ମାଗଣା ସ୍ୱାସ୍ଥ୍ୟ ସେବା ଶିବିର !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆସନ୍ତା ଜୁନ ମାସ ୧ ତାରିଖ ଗୁରୁବାର ଦିନ ବାଣପୁର ଠାରେ ଆୟୋଜିତ ହେବାକୁ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ସାହାରା ମାଗୁଛି ଚିଲିକା ବଉଳାବନ୍ଧ ଗ୍ରାମର ଝିଅ ମୋନାଲିସା : ଅପରେସନ ପାଇଁ ଅର୍ଥ ସାଜିଛି ବାଧକ !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ଗ୍ରାମ ର ଝିଅ ମୋନାଲିସା ଶତପଥୀଙ୍କର…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

କାଳୁପଡାଘାଟ ଷ୍ଟେସନରେ ରହିବ ରାଜ୍ଯରାଣୀ ଏକ୍ସପ୍ରେସ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା କାଳୁପଡା ଘାଟ ରେଳ ଷ୍ଟେସନ ରେ ରାଉରକେଲା – ଗୁଣୁପୁର ରାଜ୍ୟରାଣୀ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଚିଲିକା ପାନ୍ଥନିବାସ ବଡକୁଳ ଠାରେ ଜୀବନ ରକ୍ଷାକାରୀ ସରଞ୍ଜାମ ବିତରଣ ଉତ୍ସବ ପାଳିତ !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲାର ଚିଲିକା ପାନ୍ଥନିବାସ ବଡକୁଳ ରେ ସହିଦ ବାଜିରାଉତ ନୌଯାତ୍ରା ସୁରକ୍ଷା ଯୋଜନାରେ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଟାଙ୍ଗୀ ଅବକାରୀ ବିଭାଗର ଚଢ଼ାଉ : ୩୦ଗ୍ରାମ ଧଳା ଜହର ଜବତ ଜଣେ ଗିରଫ !!!

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅବକାରୀ ଥାନା ରେଞ୍ଜ ଅଧିନ ଛଣଗିରି ଗ୍ରାମରେ ଟାଙ୍ଗୀ ଅବକାରୀ…