ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବିଳମ୍ବିତ ରାତିରେ ଘରେ ପଶିଲେ : ସୁନା ଅଳଙ୍କାର ସହିତ ନଗଦ ଟଙ୍କା ଲୁଟିଲେ ଲୁଟେରା !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ସରଳସିଂହ ଗ୍ରାମରେ ଗତ ଶୁକ୍ରବାର ରାତ୍ର ରେ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ପାଲ୍ ଜୁଏଲର୍ସ ରେ ଜିଏସଟି ବିଭାଗ ଚଢ଼ାଉ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବଜାରରେ ଥିବା ପାଲ୍ ଜୁଏଲର୍ସର ର ଦୁଇଟି ଦୋକାନରେ ଜି…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ମାଷ୍ଟରକ୍ୟାଣ୍ଟିନ ଛକରେ ମତଦାନ ସଚେତନତା କାର୍ଯ୍ୟକ୍ରମ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ସାମାଜିକ ସଂଗଠନ କର ଫାଉଣ୍ଡେସନ ଏବଂ ୟୁଥ ଫର ଭଲୁଣ୍ଟାରି ୱାର୍କ୍ସ ତରଫରୁ ରାଜଧାନୀ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ର ବରିଷ୍ଠ ସମାଜସେବୀ ଙ୍କ ବିୟୋଗରେ ଶୋକର ଛାୟା !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ବାଣପୁର ବ୍ଲକ ଅନ୍ତର୍ଗତ କୁମାରାଙ୍ଗ ଶାସନ ଗ୍ରାମ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଲେଖା ପାଇଁ ସାରସ୍ବତ ସମ୍ମାନ ରେ ସମ୍ମାନିତ ହେଲେ ରବିନାରାୟଣ ପଟ୍ଟନାୟକ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସୌଦାମିନୀ ପତ୍ରିକା ରେ ପ୍ରକାଶିତ ପିତା ମାତା ଙ୍କ ଛାୟା ଲେଖା ପାଇଁ ରବିନାରାୟଣ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ଆମର ସେଟିଙ୍ଗ ହେଇଛି – କାମ ହେଇଯିବ ! ତମେ ମିଡ଼ିଆ ଵାଲା ତମ ବାଟରେ ଯା !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଲୋୟର ପିଏମଜି କୁ ଧାରଣା ଦେବାକୁ ଆସୁଥିବା ସମସ୍ତ ସଂଗଠନ ଆଗ ଯାହାକୁ ଖୋଜନ୍ତି…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ଶୁଭ୍ରାଂଶୁ ଙ୍କ ପରିବାରକୁ ନ୍ୟାୟ ଦାବୀରେ ଅଣ୍ଟା ଭିଡିଲା ଓଡ଼ିଶା ସମାଜସେବୀ ମହାସଂଘ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଶୁଭ୍ରାଂଶୁ ଙ୍କ ପରିବାରକୁ ନ୍ୟାୟ ଦାବୀରେ ଅଣ୍ଟା ଭିଡିଲା ଓଡ଼ିଶା ସମାଜସେବୀ ମହାସଂଘ ।…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ଆନ୍ଦୋଳନ ଜାରି ରଖିଛନ୍ତି ଅଲ ଓଡିଶା ଭିଆରପି ସଂଘର ସଦସ୍ୟ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ନା ମିଳିଛି ମାନ୍ୟତା , ନା ମିଳୁଛି ନିୟମିତ ଦରମା ! କେବଳ କାମ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜନୀତିରାଜ୍ୟସ୍ମାର୍ଟ ସିଟି

ଏକାମ୍ର ବିଜେଡି ଟିକେଟ ପାଇଁ ବିରଞ୍ଚିଙ୍କ ଜୋରଦାର କସରତ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ବଦଳୁଛି ଏକାମ୍ର ନିର୍ବାଚନ ମଣ୍ଡଳୀର ରାଜନୈତିକ ପାଣିପାଗ ! ତେବେ ସମସ୍ତ ହଲଚଲ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ରାଜ୍ୟ ରେ ଗଠନ କରାଗଲା ଆଉ ୨୨ ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ରାଜ୍ୟ ରେ ଗଠନ କରାଗଲା ଆଉ ୨୨ ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ…