ଆମ ରିପୋଟରଜିଲ୍ଲାନୟାଗଡ

ଦ୍ଵିତୀୟ ବ୍ୟାଚ ପି. ଏମ. ଟି. କ୍ୟାଡ଼ର ଯାନ ଚାଳକ ପ୍ରଶିକ୍ଷାର୍ଥୀ ମାନଙ୍କ ଦୀକ୍ଷାନ୍ତ ସମାରୋହ ଉତ୍ସବ !!!

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ଦ୍ଵିତୀୟ ବ୍ୟାଚ ପି. ଏମ. ଟି. କ୍ୟାଡ଼ର ଯାନ ଚାଳକ ପ୍ରଶିକ୍ଷାର୍ଥୀ ମାନଙ୍କ ଦୀକ୍ଷାନ୍ତ…

ଆମ ରିପୋଟରଜିଲ୍ଲାନୟାଗଡ

ଜିଲ୍ଲା ଆଇନସେବା ପ୍ରାଧିକରଣର ପଦକ୍ଷେପ : ଅସହାୟ ବିବ୍ୟାଙ୍ଗ ବୃଦ୍ଧଙ୍କୁ ବୃଦ୍ଧାଶ୍ରମରେ ଥଇଥାନ !!!

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣର ମାନବିକ ପଦକ୍ଷେପ କ୍ରମରେ ସୁବର୍ଣ୍ଣଦେଇପୁର ଗ୍ରାମର ଅସହାୟ…

ଆମ ରିପୋଟରଜିଲ୍ଲାନୟାଗଡ

ସାହିତ୍ୟ ଏକାଡେମୀର ଜିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ !!!

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ଓଡ଼ିଶା ସାହିତ୍ୟ ଏକାଡେମୀ ର ସ୍ୱନକ୍ଷତ୍ର ଦିବସ ୨୦୨୬ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗୀତା ଏଠାକାର…

ଆମ ରିପୋଟରଜିଲ୍ଲାନୟାଗଡ

ସ୍ୱତନ୍ତ୍ର ସଘନ ସଂଶୋଧନ : ଗଣନା ପର୍ଯ୍ୟାୟ ସଫଳତାର ସହ ସମାପ୍ତ !!!

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ଵରୂପ ପଟ୍ଟନାୟକ : ସ୍ୱତନ୍ତ୍ର ସଘନ ସଂଶୋଧନ, ଗଣନା ପର୍ଯ୍ୟାୟ ସଫଳତାର ସହ ସମାପ୍ତ , ୫ ଜୁଲାଇରୁ…

ଆମ ରିପୋଟରଜିଲ୍ଲାନୟାଗଡ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ନୟାଗଡ଼ରେ ବନ ମହୋତ୍ସବ ପାଳିତ !!!

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ଼ର ବିଭିନ୍ନ ବିଦ୍ୟାଳୟ ଓ ଜିଲ୍ଲା କୋର୍ଟ ପରିସରରେ ବୃକ୍ଷରୋପଣ ! ଭାରତରେ ପ୍ରତିବର୍ଷ…

ଆମ ରିପୋଟରଜିଲ୍ଲାନୟାଗଡ

ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି ବୈଠକ !!!

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ଼ ଜିଲ୍ଲା ପରିଷଦର ସୃଜନ ସମ୍ମିଳନୀ କକ୍ଷରେ ମାନ୍ୟବର ସାଂସଦ, କଟକ ଭର୍ତ୍ତୃହରି ମହତାବଙ୍କ…

ଆମ ରିପୋଟରଜିଲ୍ଲାନୟାଗଡ

ଡାକ୍ତରଙ୍କ ଆନ୍ଦୋଳନ ରେ ରୋଗୀ ସେବା ବିପର୍ଯ୍ୟସ୍ତ !!!

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ଡାକ୍ତର ଆନ୍ଦୋଳନ ପାଇଁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ବିପର୍ଯ୍ୟସ୍ତ । ଶହ…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ପୂର୍ଵ ଶତ୍ରୁତାରୁ ବୃଦ୍ଧଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା !!!

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ଼ରେ ରିଭେଞ୍ଜ ମର୍ଡର । ପୂର୍ଵ ଶତ୍ରୁତାରୁ ବୃଦ୍ଧଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା ।…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ଼ରେ ଜିଲ୍ଲାସ୍ତରୀୟ ଭିବି-ଜୀ ରାମ ଜୀ ଯୋଜନାର ଶୁଭାରମ୍ଭ !!!

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ ଜିଲ୍ଲା ପରିଷଦର ସୃଜନ ସଭା ଗୃହରେ ବିକଶିତ ଭାରତ ରୋଜଗାର ଏଵଂ ଆଜୀବିକା…

ଆମ ରିପୋଟରଜିଲ୍ଲାନୟାଗଡ

ରଣପୁରରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ !!!

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ ସଭାଗୃହଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣୀ ଶିବିର…