ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ଇଟାମାଟି ଥାନା କୃଷ୍ଣପ୍ରସାଦ ରେ ଜମିବାଡି ଶତ୍ରୁତାରୁ ଗୁଳିକାଣ୍ଡ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲା ଇଟାମାଟି ଥାନା କୃଷ୍ଣପ୍ରସାଦ ରେ ଜମିବାଡି ଶତ୍ରୁତାରୁ ଗୁଳିକାଣ୍ଡ । ଜଣେ…

ଆମ ରିପୋଟରଜିଲ୍ଲାନୟାଗଡରାଜନୀତିରାଜ୍ୟ

ଭାପୁର ରେ ସାମ୍ବାଦିକ ଏକାଦଶ ବନାମ ରାଜନେତା ଏକାଦଶ ମଧ୍ୟ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ !!!

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ଭାପୁର ବ୍ଲକ ଫତେଗଡ ନାଲିସାଗର ପଡିଆରେ ଭାପୁର ବ୍ଲକର ସାମ୍ବାଦିକ ଏକାଦଶ ଏବଂ ରାଜନେତା…

ଆମ ରିପୋଟରଜିଲ୍ଲାନୟାଗଡ

ପଠାଣି ସାମନ୍ତଙ୍କ ୧୮୮ ତମ ଜୟନ୍ତୀ ସମାରୋହ : କୁମାର ବାପି ଏବଂ ରବିନ୍ଦ୍ର ମହାପାତ୍ରଙ୍କ ଭଜନରେ ଝୁମିଲେ ଦର୍ଶକ !!!

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ସାମନ୍ତ ଚନ୍ଦ୍ରଶେଖର ସାଂସ୍କୃତିକ ଅନୁଷ୍ଠାନ, ନୟାଗଡ଼ ପକ୍ଷରୁ ମହାମହୋପଧ୍ୟାୟ ସାମନ୍ତ ଚନ୍ଦ୍ରଶେଖରଙ୍କ ୧୮୮ ତମ…

ଆମ ରିପୋଟରଜିଲ୍ଲାନୟାଗଡ

ବିଦେଶ ମାଟିରେ ଦଶପଲ୍ଲାର ଯୁବ ବୈଜ୍ଞାନିକ ଜ୍ୟୋତିରଞ୍ଜନଙ୍କୁ ସଫଳତା !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଆମେରିକାରେ ଗବେଷଣାରତ ଓଡିଆ ବୈଜ୍ଞାନିକ ତଥା ଦଶପଲ୍ଲାର ଯୁବ ବୈଜ୍ଞାନିକ ଜ୍ୟୋତି ରଂଜନ ବେହେରାଙ୍କୁ…

Breaking newsଆମ ରିପୋଟରଜିଲ୍ଲାନୟାଗଡ

ଦାବୀ ପୂରଣ ପାଇଁ ଦାବୀ ପତ୍ର ଦେଲା ଆଶାକର୍ମୀ ଆସୋସିଏସନ !!!

ନୟାଗଡ ( ଆୱାଜ ମିଡିଆ ) – ବିଶ୍ବଭୂଷଣ ମହାପାତ୍ର : ଆଶାକର୍ମୀଙ୍କ ଦାବୀ ପୁରଣ ନିମନ୍ତେ ନୟାଗଡ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ…

ଆମ ରିପୋଟରଜିଲ୍ଲାନୟାଗଡ

ଶ୍ରମିକ ମାରଣନୀତି କୁ ବିରୋଧ କରି ଏବଂ ସହାୟତା ଦାବିରେ ଆମରଣ ଅନଶନ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଦୀର୍ଘ ୫ ବର୍ଷ ଧରି ନୟାଗଡ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ନିର୍ମାଣ ଶ୍ରମିକଙ୍କୁ…

ଆମ ରିପୋଟରଜିଲ୍ଲାନୟାଗଡ

ଭାପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର !!!

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ନୟାଗଡ ଜିଲ୍ଲା ଭାପୁର ବ୍ଲକ ପରିସରରେ ଆୟୋଜିତ ହୋଇଯାଇଛି ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ।…

ଅପରାଧଆମ ରିପୋଟରକଟକଜିଲ୍ଲାନୟାଗଡ

ଖୋଲିଲା କଟକ ଏଲଆଇସି ଏଜେଣ୍ଟ ଙ୍କ ହତ୍ୟା ରହସ୍ୟ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ବିବାହିତା ମହିଳାଙ୍କୁ ପ୍ରେମ କରିବା ମହଙ୍ଗା ପଡ଼ିଲା l ପ୍ରେମିକକୁ ମିଶି ହତ୍ୟା କଲେ…

ଆମ ରିପୋଟରଜିଲ୍ଲାନୟାଗଡରାଜ୍ୟ

ସଦାଶିବ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ନାଗପୁର ଚାମ୍ପିୟାନ ,ସମ୍ବଲପୁର ରନର୍ସ ଅପ !!!

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ ନାଲିସାଗର ପଡ଼ିଆରେ ଚାଲିଥିବା ସଦାଶିବ ସୃତି ସ୍ମାରକୀ…