ଆମ ରିପୋଟରକଟକଜିଲ୍ଲାରାଜନୀତିରାଜ୍ୟ

କନ୍ଦରପୁର ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀନୀ ସୁଭାଷିନୀ ରାଉତ ନିର୍ବାଚିତ !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ବ୍ଲକ ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତର ନୂତନ ସରପଞ୍ଚ ଭାବରେ ସୁଭାଷିନୀ…

ଆମ ରିପୋଟରକନ୍ଧମାଳଜିଲ୍ଲାରାଜନୀତିରାଜ୍ୟ

ପୌର ନିର୍ବାଚନ ପାଇଁ ଅଧ୍ୟକ୍ଷ ଓ କାଉନସିଲର ଟିକେଟ ପ୍ରଦାନ ରେ ଟାଳଟୁଳ ନୀତି : ବହୁ ଅସନ୍ତୁଷ୍ଟ ବିଜେଡି କର୍ମୀ କଂଗ୍ରେସ ରେ ମିଶିଲେ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌର ନିର୍ବାଚନ ପାଇଁ ଅଧ୍ୟକ୍ଷ ଓ କାଉନସିଲର ଟିକେଟ…

ଆମ ରିପୋଟରକଟକଜିଲ୍ଲାରାଜନୀତିରାଜ୍ୟ

ବାଙ୍କୀ ଏନଏସି ଅଧ୍ୟକ୍ଷ ପଦ ଦୌଡରେ ସୁଷମା ମହାପାତ୍ର !!!

ବାଙ୍କୀ ( ବ୍ୟୁରୋ ରିପୋର୍ଟ ) – ଆୱାଜ ମିଡ଼ିଆ : ବାଙ୍କୀ ଅଧିସୂଚିତ କ୍ଷେତ୍ର ପରିଷଦ ଅଧ୍ୟକ୍ଷ ପଦ ପାଇଁ ଲଢେଇ ହେବାକୁ ଯାଉଛି ଜୋରଦାର…

ଆମ ରିପୋଟରକଟକଜିଲ୍ଲାରାଜନୀତିରାଜ୍ୟ

ପରମହଂସ ପଞ୍ଚାୟତ ର ସରପଞ୍ଚ ଭାବେ ନିର୍ବାଚିତ ହେଲେ ବିଶିଷ୍ଟ ସମାଜସେବୀ ତଥା କଳାକାର ତ୍ରିଲୋଚନ ପାତ୍ର !!!

କଟକ ସଦର ( ଆୱ୍ୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ବ୍ଲକ ଅନ୍ତର୍ଗତ ପରମହଂସ ପଞ୍ଚାୟତର ତ୍ରିଲୋଚନ ପାତ୍ର ଙ୍କୁ ସରପଞ୍ଚ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜନୀତିରାଜ୍ୟ

ବାଣପୁର ବ୍ଲକ ୧୪ ନଂ ଜୋନ ରେ ଜିଲ୍ଲା ପରିଷଦ ଭାବରେ ବିଜେପିର ରୋଜିତା ପ୍ରଧାନ ବିଜୟୀ !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ଜାରି ରହିଥିବା ବେଳେ ବିଜେଡ଼ିର ବିପୁଳ…

ଆମ ରିପୋଟରକଟକଜିଲ୍ଲାରାଜନୀତିରାଜ୍ୟ

ବାଙ୍କୀ ର ୩୭ ଏବଂ ୩୪ ନମ୍ବର ଜୋନ ରେ ବିଜେଡି ର ବାଜିମାତ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ପ୍ରଥମ ଦିନର ଭୋଟ ଗଣତି ପରେ ବାଙ୍କୀ ବିଜେଡି ଶିବିରରେ ଖୁସିର ଲହରୀ .…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜନୀତିରାଜ୍ୟ

ବାଣପୁର ବ୍ଲକ ୧୩ ନଂ ଜୋନ୍ ରେ ଜିଲ୍ଲା ପରିଷଦ ଭାବରେ ବିଜେପିର ଟିକି ଶବର ବିଜୟୀ !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ୧୩ ନଂ ଜୋନ୍ ରେ ଜିଲ୍ଲା ପରିଷଦ ଭାବରେ…

ଆମ ରିପୋଟରକଟକଜିଲ୍ଲାମୁଖ୍ୟ ଖବରରାଜନୀତିରାଜ୍ୟ

ବାରଙ୍ଗରେ ଫୁଟିଲା ପଦ୍ମ : ଶାସକ ଦଳର କ୍ଲିନ ସୁଇପ ଆଶା ମଉଳିଲା !!!

ବାରଙ୍ଗ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଫସର ଫାଟିଲା ବିଜେଡି ର ହାଇ ଭୋଲଟେଜ ପ୍ରଚାର , କାମ ଦେଲାନି ସାମାଜିକ…