ଆମ ରିପୋଟରଗଜପତିଜିଲ୍ଲା

ଉଦଘାଟିତ ହୋଇଯାଇଛି ଦେବଗିରି ଉତ୍ସବ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଉଦଘାଟିତ ହୋଇଯାଇଛି ଦେବଗିରି ଉତ୍ସବ । ଗଜପତି ଜିଲ୍ଲା ଗୁମ୍ମା ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବେଆଇନ ଇଟାଭାଟିରେ ଚଢାଉ : ୪୦ ହଜାର ଜୋରିମାନା ଆଦାୟ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବେଆଇନ ଇଟାଭାଟି ମାଲିକଙ୍କ ପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ବାଣପୁର ତହସିଲଦାର ।…

ଆମ ରିପୋଟରକଟକଜିଲ୍ଲା

ଛାତ୍ର ଛାତ୍ରୀ ନାହାନ୍ତି – କାହା ପାଇଁ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ମହାବିଦ୍ୟାଳୟ ର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ନେଇ ତେଜିଲା ଅସନ୍ତୋଷ ! ମୁଣ୍ଡଗଣତି…

ଅପରାଧଆମ ରିପୋଟରକଟକଜିଲ୍ଲା

ବେଆଇନ ଗୋ ଚାଲାଣ କରିବା ସମୟରେ ଚାରି ଜଣଙ୍କୁ ଗିରଫ କଲା ବୈଦେଶ୍ୱର ପୋଲିସ !!!

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ଚାଷୀ ବେଶରେ ଗୋଚାଲାଣ କରୁଥିଲେ ମାଫିଆ ! ବେଆଇନ ଗୋ ଚାଲାଣ କରିବା ସମୟରେ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ଲାଞ୍ଚ ନେଇ ବନ୍ଧା ହେଲେ କିରାଣୀ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଲାଞ୍ଚ ନେଇ ବନ୍ଧା ହେଲେ କିରାଣୀ । ଭୁବନେଶ୍ୱର ଖଣ୍ଡଗିରି ସବ୍ ରେଜିଷ୍ଟର ଅଫିସ…

ଆମ ରିପୋଟରଗଜପତିଜିଲ୍ଲା

ଜିଲ୍ଲା ଶିଳ୍ପ କେନ୍ଦ୍ର କାର୍ଯ୍ୟାଳୟ ସଭାଗୃହରେ ଉଦ୍ୟୋଗୀ ବିକାଶ ତାଲିମ ଶିବିର ଅନୁଷ୍ଠିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶିଳ୍ପ କେନ୍ଦ୍ର କାର୍ଯ୍ୟାଳୟର ସଭାଗୃହ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଗମ୍ଭାରୀମୁଣ୍ଡା ଖଜୁରିଆ ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ମରଣାନ୍ତକ ଆକ୍ରମଣ : ଯୁବକ ଗୁରୁତର !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପୂର୍ବ ଶତ୍ରୁତାକୁ ନେଇ ଗମ୍ଭାରୀମୁଣ୍ଡା ଖଜୁରିଆ ଗ୍ରାମରେ ମାରପିଟ ହେବାରୁ ଜଣେ ଯୁବକ ଗୁରୁତର…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ପଣ୍ଡିତ ଡ଼. ଦାମୋଦର ହୋତା ଜୟନ୍ତୀ ଉତ୍ସବ ଆୟୋଜନ କରିବ ସ୍ଵର-ରଙ୍ଗ ପ୍ରତିଷ୍ଠାନ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ସାଂସ୍କୃତିକ ଅନୁଷ୍ଠାନ ସ୍ଵର-ରଙ୍ଗ ତରଫରୁ ଆୟୋଜିତ ହେବ ପଣ୍ଡିତ ଡ଼. ଦାମୋଦର ହୋତା ଜୟନ୍ତୀ…