ଆମ ରିପୋଟରଜିଲ୍ଲାଭଦ୍ରକଯାଜପୁର

୫୭୧ ଦିନରେ ପହଞ୍ଚିଲା ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ !!!

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାମାରୀ କରୋନାକୁ ପ୍ରତିହତ କରିବାପାଇଁ ନିଜ ଜୀବନକୁ ବାଜି ଲଗାଇ ନିରସ୍ତ୍ର ସୈନିକ ଭାବରେ…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାରାଜ୍ୟ

ସାମ୍ବାଦିକ ଗୋବିନ୍ଦ ପରିଡାଙ୍କ ସ୍ମୃତି ଚାରଣ କଲେ ବାଙ୍କୀର ସାମ୍ବାଦିକ !

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଚାଁହୁ ଚାଁହୁ ବିତିଗଲା ଗୋଟିଏ ବର୍ଷ . ଏକ ବର୍ଷ ତଳେ ଘର ପରିବାର…

ଆମ ରିପୋଟରଜିଲ୍ଲାନୟାଗଡ

ଅନନ୍ୟା ଫାଉଣ୍ଡେସନ ତରଫରୁ ରନ୍ଧା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ପବିତ୍ର ଦଶହରା ଅବସରରେ ଅନନ୍ୟା ଫାଉଣ୍ଡେସନ ତରଫରୁ ରନ୍ଧା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଜାରି…

ଆମ ରିପୋଟରଗଜପତିଜିଲ୍ଲା

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ତରଫରୁ ବିଜୟାଦଶମୀ ଉତ୍ସବ ପାଳିତ !!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସରକାରଙ୍କ ସମସ୍ତ କୋଭିଡ ନିୟମକୁ ପାଳନ କରି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ, ଗଜପତି…

ଆମ ରିପୋଟରଜିଲ୍ଲାଯାଜପୁର

ସୁକିନ୍ଦା ଗଡ ସ୍ଥିତ ଦୋକାନ ପରିସରରୁ ବିରଳ ପ୍ରଜାତିର ସୁନ୍ଦରୀ ସାପ ଉଦ୍ଧାର ।

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଗଡ଼ ସ୍ଥିତ ଆଜାମ ଫାଷ୍ଟ ଫୁଡ଼ ଦୋକାନ ପରିସରରେ ହଠାତ ଏକ ସାପ…

ଆମ ରିପୋଟରକଟକଜିଲ୍ଲା

ଜନ୍ମମାଟିରେ ସମ୍ବର୍ଦ୍ଧିତ ହେଲେ ସମାଜସେବୀ ଇଂ.ବସନ୍ତ କୁମାର ରାଉତ !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ବ୍ଲକର ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ କିଶନନଗରରେ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

କୂଅ ରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ଗୋଡା ଗ୍ରାମରେ ଘଟିଛି ଅଭାବନୀୟ ଦୁଖଦ ଘଟଣା…