ଆମ ରିପୋଟରଜିଲ୍ଲାଯାଜପୁର

ଯବାନ ଙ୍କ ଆକସ୍ମିକ ମୃତ୍ୟୁ : ପୁଲିସ ତଦନ୍ତ ଜାରି !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ସ୍ଥିତ ତୃତୀୟ ଇଣ୍ଡିଆନ ରିଜର୍ଭ ବାଟାଲିୟନ ପରିସରରେ ଯବାନଙ୍କ ମୃତ୍ୟୁ , ସ୍ଥାନୀୟ…

ଆମ ରିପୋଟରକଟକଜିଲ୍ଲା

ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ବୈଠକ !!!

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ନିଶ୍ଚିତକୋଇଲି ବ୍ଲକ କେଣ୍ଟାଲ ଗ୍ରାମପଞ୍ଚୟତ ଶ୍ରୀ ରଘୁନାଥଜୀଉ ମନ୍ଦିର ପରିସରରେ ଡ୍ରାଇଭର ମହାସଂଘ ର…

ଆମ ରିପୋଟରଜିଲ୍ଲାନୟାଗଡରାଜନୀତିରାଜ୍ୟ

ନୟାଗଡରେ ବିଜେଡି ମୁଁହା ହୋଇଛନ୍ତି ବିଜେପି ଓ କଂଗ୍ରେସ ନେତା !

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଆଗକୁ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ . ନୟାଗଡ ଜିଲ୍ଲାରେ କ୍ଲିନ ସୁଇପ ଲକ୍ଷରେ…

ଆମ ରିପୋଟରକଟକଖୋର୍ଦ୍ଧାଗଂଜାମଜିଲ୍ଲାମୁଖ୍ୟ ଖବରରାଜନୀତିରାଜ୍ୟ

ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ଦେଢ଼ କିଲୋ ସୁନା ଜବତ କଲା ଭିଜିଲାନ୍ସ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି…

ଆମ ରିପୋଟରଗଜପତିଜିଲ୍ଲାମୁଖ୍ୟ ଖବରରାଜ୍ୟ

ସମାଜସେବା ପାଇଁ ଦୁଇ ଓଡ଼ିଆଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି !!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଫିଚର କାଲାମ୍ସ ବୁକ୍ ଅଫ୍ ରିକାଡସ୍ ଏବଂ ଦ ୟୁନିଭେରସେଲ ତାମିଲ ୟୁନିଭେରସିଟି ,…

ଅପରାଧଆମ ରିପୋଟରକଟକଜିଲ୍ଲାରାଜ୍ୟ

କଟକରେ କମିଶନରେଟ ପୋଲିସର ଏନ୍‌କାଉଣ୍ଟର !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଜଗତସିଂହପୁର ବାଲିକୁଦା ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ରାକା ଓରଫ ରାକେଶ ଦାସକୁ କାବୁ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ବିଚାର ବିଭାଗ ଅବସରପ୍ରାପ୍ତ କର୍ମଚାରୀ ମାନଙ୍କର ବନ୍ଧୁମିଳନ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ସହର କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣରେ ଆଜି ଢେଙ୍କାନାଳ…

ଆମ ରିପୋଟରକଟକଜିଲ୍ଲା

ଜନ୍ମମାଟିରେ ସମ୍ବର୍ଦ୍ଧିତ ହେଲେ ସଂଗଠକ ନାରାୟଣ ଚନ୍ଦ୍ର ମହାନ୍ତି !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜାର ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ବିକାଶ ପ୍ରତିଷ୍ଠାନ…

ଆମ ରିପୋଟରଜିଲ୍ଲାଭଦ୍ରକରାଜ୍ୟ

୫୭୪ ତମ ଦିବସରେ ପହଞ୍ଚିଲା ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ !!!

ଭଦ୍ରକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ନିରସ୍ତ୍ର ସୈନିକ…