ଆମ ରିପୋଟରକନ୍ଧମାଳଜିଲ୍ଲା

ନାଳରେ ବୁଡ଼ିଯାଇ ଦୁଇ ବର୍ଷ ଶିଶୁର ମୃତ୍ୟୁ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ମାଝୀପଡା ଗାଁ ନିକଟରେ ଥିବା ସୁରକା ପଟାଙ୍ଗୀ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ବିଜେପି ଦଖଲରେ ଧରମପୁର ସେବା ସମବାୟ ସମିତି !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ବିଜେପି ବାଜି ମାରିନେଲା ତାଳଚେର ଧରମପୁର…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଆରିକମା ସମବାୟ ସମିତି ସଭାପତି ନିର୍ଦ୍ଵନ୍ଦରେ ନିର୍ବାଚିତ !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ବୋଲଗଡ଼ ବ୍ଲକ ଅନ୍ତର୍ଗତ ଆରିକମା ସମବାୟ ସମିତିର ନୂତନ ସଭାପତି ଶରତ କୁମାର ପରିଡା…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଟାଙ୍ଗୀରେ ବେଆଇନ ପଥର ଖଣି ଉପରେ ଚଢାଉ : ତିନୋଟି ପାୱାର ଟିଲର ଜବତ !!!

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ ବିଭାଗ ରେଂଜ୍ ଅଂଚଳରେ ବଢି ଚାଲିଛି ବେଆଇନ ମାଙ୍କଡା…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବନ ମହୋତ୍ସବ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ସ୍ନାତକୋତ୍ତର ଉଭିଦ ବିଜ୍ଞାନ ବିଭାଗ…

ଆମ ରିପୋଟରଜିଲ୍ଲାପୁରୀମୁଖ୍ୟ ଖବରରାଜ୍ୟ

ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ସଂନ୍ଧ୍ୟା ଦର୍ଶନ ସମୟ ଦୁଇ ଘଣ୍ଟା ବୃଦ୍ଧି !!!

ପୁରୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ସଂନ୍ଧ୍ୟା ଦର୍ଶନ ସମୟ ଦୁଇ ଘଣ୍ଟା ବୃଦ୍ଧି କରାଗଲା…

ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ଚୋରୀ ଲୁହା ଛଡ ନେଇ ଯାଉଥିବା ଟ୍ରକ କୁ ଜବତ କରିଛି ପୁଲିସ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଞ୍ଚମହଲାରୁ ଚୋରି ହୋଇ ଯାଇଥିବା ଲୁହା ଛଡ ନେଇ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁ ଥାନା ଅଞ୍ଚଳରେ ଅବକାରୀ ଚଢ଼ାଉ : ବିପୁଳ ପରିମାଣରେ ଦେଶୀ ମଦ ସହିତ ବିଅର୍ ଜବତ , ୩ ଗିରଫ !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳ ଚନ୍ଦ୍ରାପୁଟ, ରଘୁନାଥ ପ୍ରସାଦରେ ଚଢ଼ାଉ କରି ବାଲୁଗାଁ…