ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳସ୍ମାର୍ଟ ସିଟି

ପଞ୍ଚାୟତ ନିର୍ବାଚନ ପାଇଁ ଆସିଲା ଚିହ୍ନ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ପଞ୍ଚାୟତ ନିର୍ବାଚନ ପାଇଁ ଚିହ୍ନଗୁଡିକ ସମ୍ପର୍କରେ ଅବଗତ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ।…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ସାପ୍ତାହିକ ସମ୍ବାଦପତ୍ର ଭୋକିଲା ପେଟ ର ଅଷ୍ଟମ ବାର୍ଷିକ ଉତ୍ସବ !!!

ବାଙ୍କୀ ଅଞ୍ଚଳର ସାମ୍ବାଦିକ , ଶିକ୍ଷକ , ସାମାଜିକ କର୍ମୀ ହେଲେ ସମ୍ବର୍ଦ୍ଧିତ ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ରାଜଧାନୀର…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

କୃତୀ ଛାତ୍ରୀଙ୍କୁ ସହଯୋଗର ହାତ ବଢ଼ାଇଲା ରୋଟାରୀ କ୍ଲବ ଅଫ ଇନଫୋସିଟି !!!

ବେଟି ପଢ଼ାଓ . ବେଟି ବଚାଓ ସ୍ଲୋଗାନ କୁ ସାର୍ଥକ କଲେ ରୋଟାରୀଆନ ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ସମାଜସେବା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜ୍ୟସ୍ମାର୍ଟ ସିଟି

ଆର୍ଯ୍ୟ ସମାଜର ସାମୁହିକ ଉପନୟନ କର୍ମରେ ଯୋଗଦେଲେ ନାମ ମନ୍ଦିର ପରିବାରର କର୍ମକର୍ତ୍ତା !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଆର୍ଯ୍ୟ । ଆମେ ବେଦଜ୍ଞ ବିଦ୍ୱାନ…

Breaking newsଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାରାଜ୍ୟସ୍ମାର୍ଟ ସିଟି

ଓଡିଶା ସାମ୍ବାଦିକ ୟୁନିଅନ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ରାଜଧାନୀର ଜୟଦେବ ଭବନ ପରିସରରେ ଆୟୋଜିତ ହୋଇଯାଇଛି ଓଡିଶା ସାମ୍ବାଦିକ ୟୁନିଅନ ର ସୁବର୍ଣ୍ଣ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତର ଆଇନ ବିଭାଗରେ ଜାତୀୟ ସ୍ତରୀୟ କର୍ମଶାଳା !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଆଇନ ବିଭାଗ ତରଫରୁ ଜୁମ୍‌ ଆପ୍‌ ମାଧ୍ୟମରେ ଅନଲାଇନରେ (…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ରୂପାୟନ ସଂଗଠନ ତରଫରୁ ଏକ ଜନମଙ୍ଗଳ କାର୍ଯ୍ୟକ୍ରମ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଭୁବନେଶ୍ୱର ରସୁଲଗଡ଼ ସ୍ଥିତ ଶବରସାହି ରେ ରୂପାୟନ ସଂଗଠନ ତରଫରୁ ଏକ ଜନମଙ୍ଗଳ କାର୍ଯ୍ୟକ୍ରମ…

ଅନୁଗୁଳଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାପୁରୀମୁଖ୍ୟ ଖବରରାଜ୍ୟସ୍ମାର୍ଟ ସିଟି

ସହିଦ ଙ୍କ ଫଟୋ ଧରି ଅନୁଗୁଳ ରୁ ପୁରୀ ପଦଯାତ୍ରା କରୁଛନ୍ତି କିନ୍ନର ଚିନ୍ମୟୀ ଦାସ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ରାଜ୍ୟର ଜଣାଶୁଣା ସାମାଜିକ କର୍ମୀ , ଅନୁଗୁଳ ଜିଲ୍ଲା ଜରପଡା ର ବାସିନ୍ଦା ତଥା…

Breaking newsଆମ ରିପୋଟରକଟକଜିଲ୍ଲାମୁଖ୍ୟ ଖବରରାଜନୀତିରାଜ୍ୟସ୍ମାର୍ଟ ସିଟି

ସଂଗ୍ରହାଳୟ ପାଲଟିଛି ଅର୍ଥ ସଂଗ୍ରହର ମାଧ୍ୟମ !!!

!!! ବିଭିନ୍ନ ବିଭାଗରୁ ଆସିଥିବା ଅନୁଦାନକୁ କରାଯାଇଛି ହଡପ !!! ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବିଗତ ଦିନରେ ସାମାଜିକ…