ଅପରାଧଆମ ରିପୋଟରଜିଲ୍ଲାନୟାଗଡମୁଖ୍ୟ ଖବରରାଜ୍ୟ

ଗିରଫ ଭୟରେ ଦେଉଳପଲ୍ଲୀ ଗାଁ ହୋଇଯାଇଛି ପୁରୁଷ ଶୁନ୍ୟ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ବହୁ ଚର୍ଚ୍ଚିତ ଦୁର୍ଗାପ୍ରସାଦ ଏବଂ ଦେଉଳ ପଲ୍ଲୀ ମେରୁ ଶୋଭାଯାତ୍ରା ଉତ୍ସବ ରେ…

ଆମ ରିପୋଟରଜିଲ୍ଲାନୟାଗଡରାଜନୀତିରାଜ୍ୟ

ମିଠା ମିଠା କଥା କହି ଠକିଦେଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା !!!

ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଏଭଳି ଅଭିଯୋଗ କରିଛନ୍ତି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଖାଲମଡ଼ା ଗ୍ରାମପଞ୍ଚାୟତ ର…

ଆମ ରିପୋଟରକଟକଜିଲ୍ଲାରାଜ୍ୟ

ଗୋ-ସୁରକ୍ଷା ବାହିନୀ ତରଫରୁ ପ୍ରାଣୀ ମାନଙ୍କ ପାଇଁ ଜଳକୁଣ୍ଡ ଉଦଘାଟନ !!!

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକ ସହରର ଗାନ୍ଧୀ ଭବନ ଠାରେ ଗୋ-ସୁରକ୍ଷା ବାହିନୀ ତରଫରୁ ପ୍ରାଣୀ ମାନଙ୍କ ପାଇଁ…

ଅପରାଧଆମ ରିପୋଟରଜିଲ୍ଲାନୟାଗଡରାଜ୍ୟ

ଗୋଷ୍ଠୀ ସଂଘର୍ଷ ଏବଂ ହତ୍ୟାକାଣ୍ଡ ଘଟଣାରେ ଆଉ ୨ ଜଣ ଗିରଫ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ର ବହୁ ଚର୍ଚ୍ଚିତ ମେରୁ ଶୋଭାଯାତ୍ରା ଉତ୍ସବରେ ଦୁର୍ଗାପ୍ରସାଦ ଏବଂ ଦେଉଳ ପଲ୍ଲୀ…

ଆମ ରିପୋଟରଜିଲ୍ଲାନୟାଗଡରାଜ୍ୟ

ବାଲ୍ୟ ବିବାହ ରୋକିବା ପାଇଁ ହରିପୁର ଗ୍ରାମପଞ୍ଚାୟତ ର ସରପଞ୍ଚ ଙ୍କ ବଡ଼ ପଦକ୍ଷେପ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମପଞ୍ଚାୟତ ରେ ବାଲ୍ୟ ବିବାହ ରୋକିବା…

ଆମ ରିପୋଟରକଟକଜିଲ୍ଲାଯାଜପୁରରାଜ୍ୟ

ଝାଡ଼େଶ୍ୱର ବିଦ୍ୟାଳୟରେ 5T ରୂପାନ୍ତରୀକରଣ କାର୍ଯ୍ୟ ନିମ୍ନମାନର !!!

ଦାନଗଦି ( ଆୱାଜ ମିଡ଼ିଆ ) – ଶୁଭମ ଓଝା : ନିର୍ମାଣ କାମର ବେସ ତିଆରି ପାଇଁ ଏଷ୍ଟିମେଟ ରେ ଅଛି ଷୋହଳ ଇଞ୍ଚ ,…

ଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲାରାଜ୍ୟ

ଡେରାବିଶ ତହସିଲ ଦ୍ୱାରା ଜବରଦଖଲ ଉଚ୍ଛେଦ !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଡେରାବିଶ ତହସିଲ ଅଧୀନ ଚାଟେରା ଚକଡା ଅଞ୍ଚଳରେ କରାଯାଇଛି ଜବରଦଖଲ ଉଛେଦ l…

ଅପରାଧଆମ ରିପୋଟରଜିଲ୍ଲାନୟାଗଡରାଜ୍ୟ

ଶୋଭାଯାତ୍ରା ସମୟରେ ଦୁଇ ଗୋଷ୍ଠୀ ମୁହାମୁହିଁ : ଜଣେ ମୃତ , ଦଶ ରୁ ଅଧିକ ଆହତ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଟାଉନଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ଏବଂ ଦେଉଳ ପଲ୍ଲୀ ଗ୍ରାମର ମିଳିତ ମେରୁ ଶୋଭାଯାତ୍ରା…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାରାଜ୍ୟ

କେନ୍ଦୁପଲ୍ଲୀ ରେ ଓଡିଶା ପ୍ରସିଦ୍ଧ କଣ୍ଟାଗଡା ଓ ତପଘର ପାଳିତ !!!

ବାଙ୍କୀ // କଳାପଥର ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଓଡିଆ ନବବର୍ଷ ଏବଂ ପଣା ସଂକ୍ରାନ୍ତୀ ପାଳନ କରିବାରେ କେନ୍ଦୁପଲ୍ଲୀ…

Breaking newsଅପରାଧଆମ ରିପୋଟରକଟକଜିଲ୍ଲାରାଜ୍ୟ

ଚୋରା ବେପାରୀ ଙ୍କ ଚୋରା ଚାଲାଣ ର ଚୋରାପଥ !!!

କଟକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କଟକ ସହର ଭିତରକୁ ଏବଂ ସହର ମଧ୍ୟରୁ ବାହାରକୁ ବଢ଼ିବାରେ ଲାଗିଛି ଚୋରା ଚାଲାଣ…