ଗଜପତିରେ ଆହୁରି 58 ପଜିଟିଭ !!!

0
220

Loading

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତିରେ ପୁଣି 58 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା , ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକରୁ 4 ଜଣ, ଗୋଶାଣୀ ବ୍ଳକରୁ 8 ଜଣ, ପାରଳା ପୌର ପରିଷଦରୁ 24 ଜଣ, କାଶୀନଗର ବ୍ଳକରୁ 8 ଜଣ, ନୂଆଗଡ ବ୍ଳକରୁ 8 ଜଣ, ଆର ଉଦୟଗିରି ବ୍ଳକରୁ 3 ଜଣ ଏବଂ ରାୟଗଡ ବ୍ଳକରୁ 3 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। କରୋନା ଚିହ୍ନଟ ହେବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼ ହସ୍ପିଟାଲ / କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଗଜପତି ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here