ଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲାରାଜ୍ୟ

ଦୁହୁରିଆ ବାଇପାସ୍ ରାସ୍ତା ମରାମତି ପାଇଁ ପ୍ରଶାସନକୁ ଓଡ଼ିଶା ଜନସେବା ସଂଗଠନର ଚେତାବନୀ ।

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : କେନ୍ଦ୍ରାପଡା ଜିଲ୍ଲା ଦୁହୁରିଆ ବାଇପାସ୍ ରାସ୍ତାର ମରାମତି କାର୍ଯ୍ୟ ତୁରନ୍ତ କରିବା ପାଇଁ ରାଜ୍ୟ…

ଆମ ରିପୋଟରକଟକଜିଲ୍ଲା

ଉତ୍କଳ ବିକାଶ ପରିଷଦ ପକ୍ଷରୁ ଭୁବନେଶ୍ୱର ସାଂସଦଙ୍କୁ ସମ୍ବର୍ଦ୍ଧନା ।

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ” ପକ୍ଷରୁ କଟକ ସଦର…

ଜିଲ୍ଲାନୟାଗଡରାଜ୍ୟ

ଭାପୁର ବ୍ଲକ କୃଷି ବିଭାଗ ପକ୍ଷରୁ ବଳରାମ ଯୋଜନାର ଦୁଇଦିନିଆ ଶିବିର !!

ନୟାଗଡ଼ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ କୃଷି ବିଭାଗ ପକ୍ଷରୁ ବ୍ଲକ ଗୋଷ୍ଠୀ କୃଷି ଅଧିକାରୀ…

ଅନୁଗୁଳଜିଲ୍ଲାରାଜ୍ୟ

ପଞ୍ଚାୟତ କାର୍ଯ୍ୟକର୍ତ୍ତାଙ୍କୁ ନେଇ ସାଂସଦଙ୍କ ବୈଠକ !!

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ ଦେବତା : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର 27ଟି ପଞ୍ଚାୟତର କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଏକ ବୈଠକ…

ଆମ ରିପୋଟରଜିଲ୍ଲାନୟାଗଡରାଜ୍ୟ

ପରୀକୁ ନ୍ୟାୟ ଦାବିରେ ଆମରଣ ଅନଶନ !!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ବହୁଚର୍ଚ୍ଚିତ ନୟାଗଡ଼ ସଦର ଥାନା ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ଯଦୁପୁର ଗ୍ରାମର ପାଞ୍ଚ ବର୍ଷ…

ଆମ ରିପୋଟରକଟକଜିଲ୍ଲାରାଜ୍ୟ

ବାଙ୍କୀ ବିଜେଡିରେ ଇସ୍ତଫା ଡ୍ରାମା : କିଛି ଅଧିକାରୀଙ୍କ ବଦଳି ପରେ ହୋଇପାରେ ମାନଭଞ୍ଜନ !!

କଟକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କଟକ ଜିଲ୍ଲା ବାଙ୍କୀ ନିର୍ବାଚନ ମଣ୍ଡଳୀରେ ହଠାତ ଏକ ରାଜନୈତିକ ଖବର ଆଲୋଚନାକୁ ଆସିଅଛି…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜ୍ୟ

ହିନ୍ଦୁ ମୁସଲିମ ଏକାଠି ପାଳନ୍ତି ଦଶହରା : ଅପରାଜିତା ହୋମ ରେ ମୁସଲମାନ କର୍ତ୍ତା ।

ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଖୋର୍ଦ୍ଧା ଜିଲ୍ଲା ମାଣିକାଗୋଡାର ନିଆରା ଦୁର୍ଗା ପୂଜା । ଜଗଦ୍ଧାତ୍ରୀ ମା ଜଗତ ଜନନୀଙ୍କ…

ଜିଲ୍ଲାନୟାଗଡ

ବାଲୁଗାଁରେ ଉଦଘାଟିତ ହେଲା ଅତ୍ୟାଧୁନିକ ସୁବିଧା ଥିବା ଜିମ !!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ନାହପାତ୍ର : ନୟାଗଡ଼ ସହର ନିକଟସ୍ଥ ବାଲୁଗାଁ ଗ୍ରାମରେ ଶୀତତାପ ନିୟନ୍ତ୍ରିତ ଅତ୍ୟାଧୁନିକ ବିଦେଶୀ ଜ୍ଞାନ କୌଶଳରେ…

କଟକଜିଲ୍ଲା

ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଭେଟିଲେ ଉତ୍କଳ ବିକାଶ ପରିଷଦର କାର୍ଯ୍ୟକର୍ତ୍ତା !!!

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କଟକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦର ଆଜୀବନ ସଦସ୍ୟ ତଥା କଟକ…